Browsing Tag

missing young man found from village crematory

ନିଖୋଜ ଥିବା ଯୁବକ ଗାଁ ମଶାଣିରୁ ମିଳିଲା, ମେଡିକାଲ ନେବା ବାଟରେ ମୃତ୍ୟୁ

ମାହାଙ୍ଗା (କେନ୍ୟୁଜ୍‌) : ଆଜି ଏକ ଅଭାବନୀୟ ପରିସ୍ଥିତି କ୍ରମେ ଜଣେ ନିଖୋଜ ହୋଇଥିବା ଯୁବକଙ୍କୁ ନିକଟସ୍ଥ ମଶାଣିରୁ ଉଦ୍ଧାର କରାଯାଇଛି । ଯୁବକଙ୍କ ନାମ ଗୈାତମ ସାହୁ । ସେ ଚାହାପଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛନ୍ତି । ତାଙ୍କୁ ମେଡିକାଲ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା…