Browsing Tag

mission 120

କାହିଁକି ଫେଲ୍‌ ମାରିଲା ମିଶନ ୧୨୦ ? କାରଣ ଖୋଜୁଛି ଦଳ

ଭୁବନେଶ୍ବର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୧୯' ନିର୍ବାଚନ ଫଳାଫଳର ସମୀକ୍ଷା । ପ୍ରଥମେ କୋର କମିଟି ଓ ପରେ ଜିଲ୍ଲା ସଭାପତି, ପ୍ରଭାରୀ, ରାଜ୍ୟ ପଦାଧିକାରଙ୍କର ବୈଠକରେ ମାନସମନ୍ଥନ । କାହିଁକି ଫେଲ୍‌ ମାରିଲା ମିଶନ ୧୨୦? ଏହାର କାରଣ ଖୋଜିଛି ଦଳ । ବୈଠକକୁ ଆସିଥିବା ପ୍ରାର୍ଥୀମାନେ ପରାଜୟ…

ଫେଲ୍‌ ମାରିଲା ବିଜେପିର ୧୨୦ ପ୍ଲସ ମିଶନ, ୨୩ ଆସନରେ ଦଳ ସୀମିତ

ବିଜେପିର ମିଶନ ୧୨୦ ପ୍ଲସ ଫେଲ । ଏଥର ନିର୍ବାଚନରେ ୧୪୬ଟି ବିଧାନସଭା ଆସନରୁ ମାତ୍ର ୨୩ଟିରେ ବିଜୟୀ ହୋଇ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି । ସେଭିତରୁ କେବଳ ଗୋଟିଏ ଆସନ ମାଲକାନଗିରିରେ ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢ଼ୀ ୨୫ ହଜାର ୫୬୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ୧୫ ହଜାରରୁ ୨୦ହଜାର…