Browsing Tag

mission mangal

ରିଲିଜ୍ ର ପାଞ୍ଚ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’

ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଫିଲ୍ମ ‘ମିଶନ ମଙ୍ଗଲ’। ରିଲିଜ୍ ହେବା ଦିନରୁ ହିଁ ଭଲ ଆୟ କରୁଛି ଏହି ଫିଲ୍ମ। ଏହି ଫିଲ୍ମ କେବଳ ୫ ଦିନରେ ହିଁ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଆୟ କରିପାରିଛି। ବକ୍ସ ଅଫିସ୍‌ ଇଣ୍ଡିଆ ଡଟ୍‌ କମ୍‌ ମୁତାବକ ‘ମିଶନ ମଙ୍ଗଲ’…

ପୁଣି ଥରେ ଦେଶଭକ୍ତିର ଫିଲ୍ମରେ ନଜର ଆସିବେ ଅକ୍ଷୟ କୁମାର, ଟାଇଟଲ ରହିଛି ‘ମିସନ୍ ମଙ୍ଗଲ’

ପୁଣି ଥରେ ଦେଶଭକ୍ତିର ଫିଲ୍ମର ଅଭିନୟ କରିବେ ଅକ୍ଷୟ କୁମାର । ଫିଲ୍ମର ଟାଇଟଲ ରହିଛି ମିସନ ମଙ୍ଗଲ । ଟ୍ଵିଟ୍‌ କରି ଅକ୍ଷୟ ଫିଲ୍ମର ଷ୍ଟାରକାଷ୍ଟର ଖୁଲାସା କରିଛନ୍ତି । ଫିଲ୍ମରେ ଶର୍ମନ ଯୋଶି ଅକ୍ଷୟଙ୍କ ସହ ସ୍କ୍ରିନ୍‌ ସେୟାର କରିବେ । ତେବେ ଫିଲ୍ମରେ ନାୟିକାଙ୍କ ସଂଖ୍ୟା ଅଧିକ ରହିଛି ।…