ତୃତୀୟ ଦିନରେ ମିଶନ ଶକ୍ତି ମହିଳାଙ୍କ ଧାରଣା, ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ
ତୃତୀୟ ଦିନରେ ପହଞ୍ଚିଛି ମିଶନ ଶକ୍ତି ମହିଳାଙ୍କ ଧାରଣା। ଶୀତ କାକରରେ ହକ୍ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଛି ଜିପିଏଲଏଫ ସଂଘ । ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଶୀତୁଆ ରାତିରେ ରାସ୍ତାରେ ପଡ଼ି ରହିଛନ୍ତି ।
ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ…