Browsing Tag

mission shakti fair

ଡିସେମ୍ବର ୫ତାରିଖରୁ ଆରମ୍ଭ ହେବ ମିଶନ ଶକ୍ତି ମେଳା, ୨୦୦ଟି ଷ୍ଟଲରେ ପ୍ରଦର୍ଶନ ହେବ ଏସଏଚଜିର ଉତ୍ପାଦିତ ଦ୍ରବ୍ୟ

ଡିସେମ୍ବର ୫ତାରିଖରୁ ଆରମ୍ଭ ହେବ ମିଶନ ଶକ୍ତି ମେଳା। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି ମେଳା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨ଶହଟି ଷ୍ଟଲ ପଡ଼ିବ। ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷିଜାତୀୟ ଦ୍ରବ୍ୟ ପ୍ରଦର୍ଶନ ସହ…