Browsing Tag

mission shakti

ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କର ଦେୟ, ଉପକୃତ ହେବେ ୧ ଲକ୍ଷ ୨୬ ହଜାର କର୍ମକର୍ତ୍ତା

ଭୁବନେଶ୍ୱର : ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କର ଦେୟ । ଗ୍ରାମପଞ୍ଚାୟତ, ବ୍ଲକସ୍ତରୀୟ ଫେଡେରେସନ କର୍ମୀଙ୍କ ଦେୟ ପରିମାଣ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଉପକୃତ ହେବେ ୧ଲକ୍ଷ ୨୬ହଜାର ୧୦ଜଣ କର୍ମକର୍ତ୍ତା। ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ ।…

ଭୁବନେଶ୍ବରରେ ଉଦଘାଟନ ହେଲା ମିଶନ ଶକ୍ତି ବଜାର, ମୁଖ୍ୟମନ୍ତ୍ରୀଙ୍କ ନୂଆ ଭେଟି

ଭୁବନେଶ୍ବର : ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉତ୍ପାଦ ବିକ୍ରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଭେଟି। ଭୁବନେଶ୍ବରରେ ମିଶନ ଶକ୍ତି ବଜାରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସଏଚଜି ଉଦ୍ଯୋଗୀଙ୍କ ଆଶାକୁ ମିଶନ ଶକ୍ତି ବଜାର ଆହୁରି ମଜଭୁତ କରିବ ବୋଲି ଆଶା ରହିଛି। ଏହି ବଜାର…

ସ୍କୁଟି ଚଢ଼ିବେ ମିଶନ ଶକ୍ତି ମହିଳା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ସଶକ୍ତ ମହିଳା । ସଶକ୍ତ ଓଡ଼ିଶା । ଗତିଶୀଳତା ହିଁ ସଶକ୍ତିକରଣ । ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ । ଲୋକସେବା ଭବନ କନଭେନସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି ଗାଡି ବ୍ୟବସ୍ଥା । ୧୫…

ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନରେ ‘ମାର୍ଜିନ ମନି ଛାଡ଼ କର’, ବ୍ୟାଙ୍କକୁ ଅନୁରୋଧ କଲେ ମିଶନ…

କେନ୍ୟୁଜ୍(ବ୍ୟୁରୋ): ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କର । SLBCର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସ୍କୁଟର ଋଣ ବେଳେ ବ୍ୟାଙ୍କଗୁଡ଼ିକ ମାର୍ଜିନ ମନି ବା…

‘ମିଶନ ଶକ୍ତି’ ବର୍ଷ ସାରା ମା’ ମାନଙ୍କୁ ଶକ୍ତି ଦେଇଛି: ଶ୍ରୀମୟୀ ମିଶ୍ର

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ଟିଭି କନ୍‌କ୍ଲେଭ୍‌ ‘ପଞ୍ଚମ ପାଳି ବିକାଶର ପାଳି । କନ୍‌କ୍ଲେଭ୍‌ରେ ଶ୍ରୀମୟୀ ମିଶ୍ର ବକ୍ତବ୍ୟ ରଖିଥିଲେ । ‘ମିଶନ ଶକ୍ତି’ ବର୍ଷ ସାରା ମା’ ମାନଙ୍କୁ ଶକ୍ତି ଦେଇଛି । ‘ରାଜ୍ୟର ମିଶନ ଶକ୍ତି ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭୁତପୂର୍ବ ଉପହାର ବୋଲି କହିଥିଲେ…

ମିଶନଶକ୍ତି ଗୋଷ୍ଠୀକୁ ମିଳିବ ଇଲେକ୍ଟ୍ରୀ ସ୍କୁଟର, ନୂଆ ଯୋଜନାର ପ୍ରସ୍ତାବ ରଖିଲେ ଅର୍ଥମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):ମିଶନଶକ୍ତି କର୍ମୀଙ୍କୁ ମିଳିବ ସ୍କୁଟର। ଏଥିପାଇଁ ଯୋଜନା ପସ୍ତୁତ କରିବାକ ଯାଉଛନ୍ତି ରାଜ୍ୟ ସରକାର। ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାପ୍ ଏବଂ ଇସି ସଦସ୍ୟାଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ସ୍କୁଟର ସହାୟତା କରିବା ପାଇଁ ଏକ ନୂଆ ଯୋଜନାର ପ୍ରସ୍ତାବ ରଖିଛନ୍ତି…

ଆସନ୍ତା ତିନି ବର୍ଷ ରାଜ୍ୟର ୫୦ ହଜାର ଏସଏଚଜି SMEରେ ପରିଣତ ହେବ

ଭୁବନେଶ୍ୱର(କେନ୍ୟୁଜ୍‌) : SHGକୁ SME କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ । ପ୍ରତି ଜିଲ୍ଲାରେ ମହିଳା SHGଙ୍କ ପାଇଁ ନିର୍ମାଣ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ। ଆସନ୍ତା ତିନି ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।ଜିଲ୍ଲାପାଳମାନଙ୍କୁ ଜମି ଚିହ୍ନଟ ପାଇଁ…

ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଲେ ମୁଖ୍ୟମନ୍ତ୍ରୀ, ୨.୫ ଲକ୍ଷ ମିଶନ ଶକ୍ତି…

କେନ୍ୟୁଜ୍ (ବ୍ୟୁରୋ): ଆହୁରି ସୁଦୃଢ଼ ହେବ ମିଶନ ଶକ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ…

ଆହୁରି ସଶକ୍ତ ହେବେ ମିଶନ ଶକ୍ତି ଗୋଷ୍ଠୀ, ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକଣରେ ଭାଗୀଦାର ହୋଇ ଓଡିଶାର ରୂପାନ୍ତରରେ ସାମିଲ ହେବା ପାଇଁ ବ୍ୟାଙ୍କର୍ସ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢାଇଛି ଓଡିଶା…

୩ ଜିଲ୍ଲାର ମିଶନ ଶକ୍ତି ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):ବାଲେଶ୍ଵର, ମୟୂରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟାରେ ନବୀନ ନିବାସରେ ତିନି ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା’ ମାନେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଭୁବନେଶ୍ଵରକୁ ପ୍ରଶିକ୍ଷଣ…

କଟକ ସହ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି…

ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଲେ ୬ ଜିଲ୍ଲାର ମିଶନ ଶକ୍ତିର ମାଆ, ମୁଖ୍ୟମନ୍ତ୍ରୀଙ୍କୁ…

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତିର ମାଆ ମାନେ । ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଛନ୍ତି ୬ ଜିଲ୍ଲାର ମିଶନ ଶକ୍ତିର ମାଆ । ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ୮୪ଟି ମିଶନ ଶକ୍ତି ଗୋଷ୍ଠୀର…