Browsing Tag

mistake in sign board

ଭୁଲରେ ଭୁଲ ହୋଇ ଯାଇଛି କି ? ଦେଖନ୍ତୁ କଣ କହୁଛି ଏହି ସୂଚନା ଫଳକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର-ପୁରୀ ରାସ୍ତାରେ ଗଲା ବେଳେ ପଡ଼େ ପଟନାୟିକିଆ ଛକ । ଏଇ ଛକରୁ ଖୋର୍ଦ୍ଧା ଓ ଡେଲାଙ୍ଗକୁ ଯିବା ଲାଗି ରାସ୍ତା ରହିଛି । ତେବେ ସରକାରୀ ସୂଚନା ଅନୁଯାୟୀ ଏଇ ରାସ୍ତାରେ ଗଲେ ଟିକେ ଅସୁବିଧା ରହିଛି । ଯଦି ଆପଣ ଓଡ଼ିଆ ରାସ୍ତାରେ ଖୋର୍ଦ୍ଧା ଯିବେ ତେବେ…