Browsing Tag

mitali raj

ମିତାଲି ରାଜ୍‌ଙ୍କ ବାୟୋପିକ୍‌ ‘ସାବାସ୍‌ ମିତୁ’ର ଟ୍ରେଲର ରିଲିଜ୍‌, ଅବିକଳ କ୍ରିକେଟରଙ୍କ ଭଳି ନଜର ଆସୁଛନ୍ତି ତାପ୍‌ସୀ…

ରଶ୍ମି ରକେଟ୍‌, ସୁରମା ଓ ସାଣ୍ଡ୍‌ କି ଆଖଁ ପରେ ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁ ଏବେ ଏକ ନୂଆ ପ୍ରେରଣାଦାୟୀ ଖେଳାଳିଙ୍କ କାହାଣୀ ସହ ବଡ଼ ପରଦାକୁ ଫେରୁଛନ୍ତି। ଏଥରକ ତାପ୍‌ସୀ ପନ୍ନୁ ଜଣାଶୁଣା ପୂର୍ବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ ସହ ଫିଲ୍ମ ହଲ୍‌କୁ ଧମାଲ…

ମହିଳା ବିଶ୍ୱ କପ୍‌ରେ ମିତାଲି ରାଜ୍‌ଙ୍କ ବଡ଼ ସଫଳତା, ଭାଙ୍ଗିଲେ ଅଷ୍ଟ୍ରେଲିଆର ବେଲିଣ୍ଡାଙ୍କ ରେକର୍ଡ଼

ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିତାଲି ରାଜ୍‌ ଏକ ଏତିହାସିକ ସଫଳତା ହାସଲ କରିଛନ୍ତି । ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ୍‌ରେ ଅଧିନାୟକ ହେବାରେ ସେ ରେକର୍ଡ଼ ଭାଙ୍ଗିଛନ୍ତି । ହାମିଲଟନ୍‌ ସେଡନ୍‌ ପାର୍କରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇ…

ଏମିତି କିଛି ଲକ୍ଷ୍ୟ ରଖି ଟି-ଟ୍ୱେଣ୍ଟି କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌

କେନ୍ୟୁଜ୍: ଟି-ଟ୍ୱେଣ୍ଟି କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ର ମିତାଲି ରାଜ୍‌। ଏନେଇ ସେ ଆଜି ଘୋଷଣା କରିଛନ୍ତି। ତେବେ ସେ ଦିନିକିଆ ଓ ଟେଷ୍ଟ ଖେଳିବେ। ୩୬ ବର୍ଷୀୟ ମିତାଲି ଚଳିତବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଶେଷ ଟି-ଟ୍ୱେଣ୍ଟି ଖେଳିଥିଲେ। ମିତାଲି ୩୨ଟି…

ମହିଳା କ୍ରିକେଟର ମିତାଲିଙ୍କ ବାୟୋପିକ୍‌ରେ ନଜର ଆସିପାରନ୍ତି ତାପସୀ !

ଏବେ ବଲିଉଡରେ ସ୍ପୋର୍ଟସ ପର୍ସନକୁ ନେଇ ବାୟୋପିକ ପ୍ରସ୍ତୁତ କରିବାର ଟ୍ରେଣ୍ଡ ଚାଲିଛି। ବିଗତ କିଛି ବର୍ଷରେ ’ଭାଗ୍‌ ମିଲ୍‌ଖା ଭାଗ, ସୁରମା, ମେରୀ କମ୍‌, ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ ଭଳି ଫିଲ୍ମ ପ୍ରସ୍ତୁତ ହୋଇସାରିଛି। ଏହି ଫିଲ୍ମକୁ ଦର୍ଶକେ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ଏବେ ବଲିଉଡରେ…