ଇତିହାସ ରଚିଲେ ମିତାଲୀ, ୨୦ ହଜାର ରନ ପୂରଣ କରି ସାଜିଲେ ପ୍ରଥମ ମହିଳା କ୍ରିକେଟର
ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ ନୂଆ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ପ୍ରଥମ ମ୍ଯାଚରେ ମିତାଲୀ ୧୦୭ ବଲରେ ୬୧ ରନ୍ କରିଛନ୍ତି। ଫଳରେ ମିତାଲୀ କ୍ରିକେଟର ସମସ୍ତ ଫର୍ମାଟରେ କ୍ଯାରିଅରରେ ୨୦ ହଜାର ରନ ପୂରଣ କରିଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ ମିତାଲୀ…