Browsing Tag

mithun chakraborty

ସୁଧୁରୁଛି ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ପୁଅ ଦେଲେ ସୂଚନା

ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଭିନେତାଙ୍କୁ ଫେବୃଆରୀ ୧୦, ଶନିବାର ଦିନ କୋଲକାତାର ଆପୋଲୋ ହସ୍ପିଟାଲକୁ ନିଆଯାଇଛି । ଅଭିନେତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଭେଟେରାନ ଅଭିନେତା ତଥା…

ମିଥୁନ ଚକ୍ରବର୍ତ୍ତୀଙ୍କ ଛାତିରେ ଯନ୍ତ୍ରଣା, କୋଲକାତା ହସ୍ପିଟାଲରେ ଭର୍ତ୍ତି

ଅଭିନେତା ତଥା ନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ । ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଆଡ୍‌ମିଟ କରାଯାଇଛି । ସୂତ୍ରରୁ ଜଣାପଡ଼ିଛି, ଅଭିନେତାଙ୍କ ଛାତିରେ ହଠାତ୍‌ ଯନ୍ତ୍ରଣା ହୋଇଥିଲା ଏବଂ ସେ ବିଚଳନ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ଚାଲିଗଲେ ମିଥୁନଙ୍କ ମା’ ଶାନ୍ତିରାଣୀ, ଭାଙ୍ଗି ପଡିଛନ୍ତି ମିଥୁନ

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମା’ ଶାନ୍ତିରାଣୀଙ୍କ ପରଲୋକ ହୋଇଛି । ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଜୁଲାଇ ୬ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶାନ୍ତିରାଣୀ । ମିଥୁନଙ୍କ ସାନ ପୁଅ ଜେଜେ ମାଙ୍କ ନିଧନ ହେବା ସୂଚନା ଦେଇଛନ୍ତି । ଏହି ଖବର ମିଳିବା ପରେ…

ମମତା ବାନାର୍ଜୀଙ୍କ ୩୮ ବିଧାୟକ ବିଜେପି ସହ ରଖିଛନ୍ତି ସମ୍ପର୍କ! ଏହା କହି ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କଲେ…

ନିକଟରେ ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ତାଜା ବୟାନ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ମିଥୁନ୍‌ ଦାବି କରିଛନ୍ତି କି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଦଳର ୩୮ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପର୍କରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ବିଧାୟକ ସିଧାସଳଖ…

ଘମାଘୋଟ ହେଲା ପଶ୍ଚିମବଙ୍ଗ ରାଜନୀତି, ବିଜେପିରେ ଯୋଗ ଦେଲେ ଭେଟରାନ୍‌ ବଲିଉଡ ଷ୍ଟାର ମିଥୁନ୍‌ ଚକ୍ରବର୍ତ୍ତୀ

କେନ୍ୟୁଜ୍(ବ୍ୟୁରୋ):  ପଦ୍ମ ଧରିଲେ ମିଥୁନ ଚକ୍ରବର୍ତ୍ତୀ । ବିଜେପିରେ ଯୋଗ ଦେଲେ ଭେଟରାନ୍‌ ବଲିଉଡ ଷ୍ଟାର ମିଥୁନ୍‌ ଚକ୍ରବର୍ତ୍ତୀ । ମିଥୁନଙ୍କ ବିଜେପିରେ ଯୋଗଦାନ ପରେ ଘମାଘୋଟ ହୋଇଛି ପଶ୍ଚିମବଙ୍ଗ ରାଜନୀତି । କୋଲକାତାରେ ପ୍ରଧାନମନ୍ତ୍ରୀଙ୍କ ମେଗା ରାଲି । ବ୍ରିଗେଡ୍‌ ପରେଡ୍‌…

ନିଜ ହାତରେ ରୋଷେଇ କରି ବୋହୂର ସେଟକୁ ପଠାନ୍ତି ମିଥୁନ ଚକ୍ରବର୍ତ୍ତୀ, ଶ୍ୱଶୁରଙ୍କ ଏପରି ସରପ୍ରାଇଜ ଦେଖି ବୋହୂ କଣ…

ଟେଲିଭିଜନର ଚର୍ଚ୍ଚିତ ଶୋ ‘ଅନୁପମା’ର କଳାକାର ଏବଂ କୃ ମେମ୍ବର୍ସ ସେହି ସମୟରେ ବହୁତ ବଡ ଆଶ୍ଚଯ୍ୟର୍ରେ ପଡିଯାଇଥିଲେ, ଯେତେବେଳେ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ସରପ୍ରାଇଜ ବୋହୁ ମଦଲସା ଶର୍ମାଙ୍କ ପାଖରେ ପହଁଚିଲା। ସେଟରେ ଉପସ୍ଥିତ ଥିବା ଲୋକଙ୍କ କହିବା କଥା ଯେ ମିଥୁନ ଚକ୍ରବର୍ତ୍ତୀ…

ମୁମ୍ବାଇରେ ମିଥୁନ ଚକ୍ରବର୍ତ୍ତୀଙ୍କ ପିତାଙ୍କ ନିଧନ, ବେଙ୍ଗାଲୁରୁରେ ଫସି ରହିଛନ୍ତି ଅଭିନେତା

ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପିତା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ମୁମ୍ବାଇଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। କିଡନୀ ଫେଲୁୟର…

ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ମାନସିକ ପୂରଣ ପାଇଁ ଆସିଥିଲେ ପୁରୀ

ପୁରୀ(କେନ୍ୟୁଜ୍) : ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ନିଜ ପରିବାର ସହ ପୁରୀରେ ପହଁଚିବା ପରେ କୌଳିକ ପଣ୍ଡାଙ୍କ ସହ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ମାନସିକ ପୂରଣ ପାଇଁ ପୁରୀ…