Browsing Tag

mla

ନିର୍ବାଚନ ପୂର୍ବରୁ ଅଘଟଣ: ଦୁର୍ଘଟଣାରେ ଆଖି ବୁଜିଲେ ବିଧାୟିକା

ନୂଆଦିଲ୍ଲୀ : ଦୁର୍ଘଟଣାରେ ସିକନ୍ଦାରାବାଦ ବିଧାୟିକା ମୃତ । ସଡ଼କ ଦୁର୍ଘଟଣାରେ BRS ବିଧାୟିକା ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି । ମାତ୍ର ୩୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ବିଧାୟିକାଙ୍କ କାର ଭାରସାମ୍ୟ ହରାଇବାରୁ ସଡ଼କ ସାଇଡରେ ରହିଥିବା ଡିଭାଇଡରେ ଜୋରରେ ପିଟି ହୋଇଯାଇଥିଲା ।…

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ଇଡି ଚଢ଼ଉ, ପୁଅ ପ୍ରୟାସକାନ୍ତିଙ୍କ ଘରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା

ଭୁବନେଶ୍ବର (କେନ୍ୟୁଜ): ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ଇଡିର ଚଢ଼ାଉ । ଭୁବନେଶ୍ବରରେ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା । ପ୍ରୟାସକାନ୍ତିଙ୍କ ଘର ସାମ୍ନାରୁ ଦାମୀ ଫର୍ଚ୍ୟୁନର କାର ଜବତ ହୋଇଛି । ଜବତ ହୋଇଥିବା କାରଟି…

ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା ଦାଶ, ବିଜୟ ଶଙ୍କରଙ୍କ ବୟସକୁ ନେଇ କଲେ ଅଭିଯୋଗ

କଟକ (କେନ୍ୟୁଜ): କଟକ ସବରେଜିଷ୍ଟ୍ରାର ଅଫିସରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା। ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କରିଛନ୍ତି । ଗତକାଲି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା । କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ବିଜୟ ଶଙ୍କର କରିଥିବା ବିବାହ ଆବେଦନ…

ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବିଧାୟକଙ୍କ ଗାଡିକୁ ପଛ ପଟୁ ପିଟିଥିବା ବାଇକ ଚାଳକ ଗୁରୁତର ଭାବେ ଆହତ। ଏଭଳି ଘଟଣା ଘଟିଛି ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ। । ସୂଚନା ମୁତାବକ ଗତକାଲି…

ଜିଲ୍ଲା ପରିଷଦ ବୈଠକରେ ଅପ୍ରୀତିକର ପରିସ୍ଥିତି : କଣ୍ଟାବାଂଜି ବିଧାୟକ-ବଲାଙ୍ଗିର ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ଅପ୍ରୀତିକର ପରିସ୍ଥିତି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସଲୁଜା ହଙ୍ଗାମା କରିଛନ୍ତି । ବିଜୁ କେବିକେ ଫଣ୍ଡକୁ ନେଇ ବଲାଙ୍ଗିର ଜିଲ୍ଳାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ କଥା କଟାକଟି ହୋଇଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ…

ବିଧାନସଭା ଉପଦେଷ୍ଟା କମିଟିର ବିଚାର ବିମର୍ଶ, ବଢିବ ବିଧାୟକଙ୍କ ଦରମା !

ଭୁବନେଶ୍ୱର (କେନ୍ୟୁଜ): ବଢ଼ିବ ବିଧାୟକଙ୍କ ଦରମା । ଦରମା ବୃଦ୍ଧି ନେଇ ବିଚାରବିମର୍ଶ କରୁଛି ବିଧାନସଭାର ଉପଦେଷ୍ଟା କମିଟି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢ଼େଇ ଲକ୍ଷ ଭିତରେ ରହିଛି। କିନ୍ତୁ ଓଡ଼ିଶାରେ ବିଧାୟକଙ୍କ ଦରମା କମ୍‌ ରହିଛି । ସବୁ ମିଶି ବିଧାୟକଙ୍କ ଦରମା ୯୮ ହଜାର…

ପୂର୍ବତନ ତଥା ବର୍ତ୍ତମାନର ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି, ଅନୁମୋଦନ ଦେଲେ ମାନ୍ୟବର ବାଚସ୍ପତି ଶ୍ରୀ ଆରୁଖ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟବୀମା ପରିମାଣ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ବିଧାୟକ ଓ ପୂର୍ବତନ ବିଧାୟକ ଓ ସେମାନଙ୍କର ପତ୍ନୀଙ୍କ ନିମନ୍ତେ ବାର୍ଷିକ…

କଳିିଙ୍ଗ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଫୁଟବଲ ମ୍ୟାଚ ଦେଖିଲେ ମନ୍ତ୍ରୀ-ବିଧାୟକ, ନିମନ୍ତ୍ରଣ କରିଥିଲା କ୍ରୀଡା ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଫୁଟବଲ ମ୍ୟାଚର ମଜା ଉଠାଇଲେ ବିଧାୟକ। କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଦେଖିଲେ ବିଧାୟକ। ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରିଥିଲା ରାଜ୍ୟ କ୍ରୀଡା ବିଭାଗ। ସବୁଦଳର ବିଧାୟକ ଦେଖିଛନ୍ତି ଫୁଟବଲ ମ୍ୟାଚ। ମ୍ୟାଚ ଦେଖିବା ସହ କଳିଙ୍ଗ…

ତିର୍ତ୍ତୋଲ ବିଧାୟକଙ୍କ ବିବାହକୁ ନେଇ ବଢ଼ିଲା ବିବାଦ, ବାହାହେବାକୁ କହି ଆସିଲେନି ବିଜୟ ଶଙ୍କର ଦାସ

ଜଗତସିଂହପୁର (କେନ୍ୟୁଜ): ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ଅଡ଼ୁଆ ବଢିଛି । ଜଗତସିଂହପୁର ଜିଲ୍ଲା ସବ୍‌ରେଜିଷ୍ଟାର ଅଫିସରେ ଆଜି ରେଜେଷ୍ଟ୍ରି ବିବାହ ପାଇଁ ଦରଖାସ୍ତକୁ…

BMWରେ ଆସି ନିୟମ ଭାଙ୍ଗିଲେ, କହିଲେ- ବାପା ମୋର MLA, ମୋତେ ଛାଡ଼’… ଝିଅର ଦୁର୍ବ୍ୟବହାର ଉପରେ କ୍ଷମା ମାଗିଲେ…

ନୂଆଦିଲ୍ଲୀ : ଅଭିଭାବକମାନେ ନିଜ ପିଲାମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଲଜ୍ଜିତ ହୁଅନ୍ତି। ଯଦି ଅଭିଭାବକ ନେତା କିମ୍ବା ମନ୍ତ୍ରୀ ହୋଇଥାନ୍ତି ତେବେ ତ ପିଲାଙ୍କ ଭାଉ ଆହୁରି କେତେ କଣ ବଢିଯାଏ। ସେମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ। ଏମିତି ସମାନ ଘଟଣା କର୍ଣ୍ଣାଟକର ବିଜେପି ବିଧାୟକଙ୍କ…

ବଢ଼ିବ ଦିଲ୍ଲୀ ବିଧାୟକଙ୍କ ବେତନ: ୫୪ହଜାର ବଦଳରେ ୯୦ହଜାର କରିବା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ବଢିବ ବିଧାୟକଙ୍କ ଦରମା। ଏନେଇ କେନ୍ଦ୍ର ସରକାର ବିଧାୟକଙ୍କ ଦରମା ବୃଦ୍ଧିକୁ ମଂଜୁରୀ ଦେଇଛନ୍ତି । ଏବେ ଦିଲ୍ଲୀର ବିଧାୟକମାନଙ୍କୁ ମାସକୁ ୫୪ ହଜାର ଟଙ୍କା ଦରମା ମିଳୁଛି । ଦରମା ବଢ଼ିବା ପରେ ବିଧାୟକମାନେ ମାସକୁ ୯୦ ହଜାର ଟଙ୍କା ପାଇବେ । ବିଧାୟକମାନଙ୍କୁ ଏବେ…

ଫୁଲବାଣୀ ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା, ପାରିବାରିକ ସମସ୍ୟା କାରଣରୁ ଛାଡିଥିଲେ ପାଠ ପଠା

କନ୍ଧମାଳ (କେନ୍ୟୁଜ): ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ ପରୀକ୍ଷା। ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ପୂର୍ବରୁ ଦଶମ ପଢୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନ ଥିଲେ। ପରେ ରାଜନୈତିକ ବ୍ୟସ୍ତତା ଯୋଗୁ ସମୟ…