ରାଜୀବ ଗାନ୍ଧୀଙ୍କଠାରୁ ଭାରତ ରତ୍ନ ଫେରାଇ ଆଣିବା ପ୍ରସ୍ତାବକୁ ଆପ୍ ବିଧାୟିକା ଅଲକା ଲାମ୍ବାଙ୍କ ବିରୋଧ
ଦିଲ୍ଲୀ(କେନ୍ୟୁଜ୍) : ରାଜୀବ ଗାନ୍ଧୀଙ୍କଠାରୁ ଭାରତ ରତ୍ନ ଫେରାଇ ଆଣିବା ପ୍ରସ୍ତାବକୁ ବିରୋଧ । ଏ ସମ୍ବନ୍ଧିତ ବିତର୍କରେ ଦିଲ୍ଲୀ ବିଧାନସଭାରେ ଉପସ୍ଥାପିତ ପ୍ରସ୍ତାବକୁ ବିରୋଧ କରିଛନ୍ତି ଆପ୍ ବିଧାୟିକା ଅଲକା ଲାମ୍ବା । ସେ ବିଧାୟକ ପଦରୁ ଇସ୍ତଫା ଦେବାକୁ ଯାଉଥିବା କହିଛନ୍ତି । ଅଲକା…