ଡାବୁଗାଁ ବିଧାୟକଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ଆହତ
ନବରଙ୍ଗପୁର (କେ ନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକଙ୍କ ଗାଡ଼ି ଧକ୍କାରେ ଜଣେ ଗୁରୁତର ଆହତ । ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ି ଧକ୍କାରେ ଏକ ଅଟୋରିକ୍ସା ଓଲଟି ପଡ଼ିଥିଲା । ଏଥିରେ ବସିଥିବା ଯାତ୍ରୀମାନେ ସମସ୍ତେ ଅଳ୍ପ ବହୁତେ ଆହତ ହୋଇଛନ୍ତି । ସେଥିରୁ ଜଣେ ଗୁରୁତର ଥିବାରୁ…