Browsing Tag

MLA injured

ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ମହୁମାଛି, ବିଧାୟକ ଆହତ

ଆନନ୍ଦପୁର (କେନ୍ୟୁଜ): ମହୁମାଛି ଆକ୍ରମଣରେ ବିଧାୟକ ଆହତ । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି । ସକାଳୁ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ । ମହୁମାଛିଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ନିକଟସ୍ଥ ଏକ କ୍ଲବ…