ଖୋଲିଲା ଆଉ ଏକ ଗୁମର, ପ୍ରଦୀପଙ୍କ ଦ୍ୱାରା ଭୟଭୀତ ହୋଇ ବିଧାୟକ ରମେଶ ଜେନାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିବା…
ବ୍ରହ୍ମପୁର (କେନ୍ୟୁଜ୍) : ଧୀରେ ଧୀରେ ପ୍ରଦୀପ ପାଣିଗ୍ରାହୀଙ୍କର ହେଉଛି ଖୁଲାସା। ଏବେ ଖୋଲିଲା ଆଉ ଏକ ବଡ ଗୁମର। ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ରଖିଲେ ମହିଳା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ଭୟଭୀତ ହୋଇ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ…