Browsing Tag

mla snatosh singh saluja

ସିନେମା ହଲରେ ଗଣ୍ଡଗୋଳ କରିବା ପଡିଲା ମହଙ୍ଗା: ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗିର (କେନ୍ୟୁଜ): କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସାଜି ସିଂ ପୋଲିସ ଦ୍ବାରା ଅଟକ । ଆଲିସାନ ସିନେମା ହଲରେ ଗଣ୍ଡଗୋଳ ଅଭିଯୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସାଜି ସିଂ ଅଟକ । ସାଜି ସିଂଙ୍କ ଗଣ୍ଡଗୋଳ ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ଆଧାରରେ…