ପାରାଦୀପ ଅଭିମୁଖେ ଓଡ଼ିଶା ବିଧାନସଭାର ୧୩୧ ବିଧାୟକ, ବୁଲିବେ ଆଇଏନଏସ ଜଳସ୍ୱାରେ
ଭୁବନେଶ୍ବର: ଆଜି ପାରାଦୀପ ଯାଉଛନ୍ତି ଓଡ଼ିଶା ବିଧାନସଭାର ୧୩୧ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ବିଧାୟକମାନଙ୍କୁ ଆଇଏନଏସ ଜଳସ୍ୱାରେ ସମୁଦ୍ର ଭିତରେ ନେଇ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି । ଏତେ ସଂଖ୍ୟାରେ…