Browsing Tag

mla

ଦୁର୍ଜନ ସଂଗେ କଲେ ବାସ….ସମ୍ପର୍କ ପଡ଼ିଲା ଭାରୀ, ପ୍ରଦୀପ ବିଜେଡିରୁ ଗଲେ ବାହାରି

ଆମ ପୁରାଣରେ ଦସ୍ୟୁ ରତ୍ନାକର ବାଲ୍ମିକୀରେ ପରିଣତ ହେବାର ଯେଉଁ କାହାଣୀ ରହିଛି, ସେଥିରେ ପାପ ସମ୍ପର୍କରେ ଗୋଟିଏ ପ୍ରସଙ୍ଗ ରହିଛି । ରତ୍ନାକର ଯେତେବେଳେ ଲୋକଙ୍କୁ ଲୁଟି ଘରକୁ ଅର୍ଥ ବୋହି ଆଣୁଥିଲା ସେଥିରେ ସାରା ପରିବାର ଚଳୁଥିଲା । ଆଉ ନାରାଦଙ୍କ ସହ ଭେଟ ହେବା ପରେ ତାଙ୍କ ସେ ପଚାରିଥିଲେ…

କରୋନା ଭୟରେ ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କୁ କେହି ଛୁଇଁଲେନି, ଦେବଦୂତ ସାଜି ଜୀବନ ବଞ୍ଚାଇଲେ…

କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ଲୋକଙ୍କ ମାନବିକତା ବି ହଜିଯାଇଥିବା ଦେଖିବାକୁ ମିଳିଛି। କେଉଁଠି କରୋନା ସନ୍ଦେହରେ ଶବକୁ କାନ୍ଧ ମିଳୁନି ତ ଆଉ କେଉଁଠି ଗୁରୁତର ରୋଗୀକୁ ବି ସଂକ୍ରମଣ ଭୟରେ କେହି ସାହାଯ୍ୟ କରୁନାହାନ୍ତି। ଏବେ ପୁଣି ଥରେ ସେଭଳି…

ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ’ଙ୍କ ପରଲୋକ, ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିଲେ

ବାଲେଶ୍ୱର: ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ଗତ କିଛି ମାସ ଧରି ଚିକିତ୍ସାଧୀନ ଥିଲେ । ସେ ୨୦୧୯ ସାଧାରଣ…

ସହଯୋଗର ହାତ ବଢ଼ାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମେଡିକାଲକୁ ଯାଇପାରୁନଥିବା ରୋଗୀଙ୍କ ପାଇଁ କଲେ ଆମ୍ବୁଲାନ୍ସର…

କଟକ: ରୋଗରେ ପୀଡିତ ଥିବା ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ଯେଉଁ ରୋଗୀ ସେବା ପାଇପାରୁ ନାହାନ୍ତି, ସିଧାସଳଖ ତାଙ୍କୁ ଯୋଗାଯୋଗ କରିବା ପାଇଁ ସେ ପେପରରେ ବିଜ୍ଞାପନ ଦେଇଛନ୍ତି। ଏହା ଫଳରେ ଯେଉଁ ରୋଗୀ ମେଡିକାଲକୁ ଯାଇପାରୁ ନାହାନ୍ତି, ତାଙ୍କ ପାଇଁ…

ଏକଦା ସାଇକେଲ ଦୋକାନରେ ପମ୍ପ ଦେଉଥିଲେ ମାତ୍ର ଏବେ ହୋଇଛନ୍ତି ବିଧାୟକ, ଜାଣନ୍ତୁ ଏହି ବ୍ୟକ୍ତିଙ୍କ କାହାଣୀ

କଷ୍ଟ କଲେ କୃଷ୍ଣ ମିଳେ । ଏହି ଉକ୍ତିକୁ ଶତ ପ୍ରତିଶତ ସତ କରି ଦେଖାଇଛନ୍ତି ହରିୟାଣାର ଜଣେ ବିଧାୟକ । ଏହି ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଜିତି ବିଧାୟକ ପଦବୀ ହାସଲ କରିଛନ୍ତି । ଏହି ବର୍ଷ ହରିୟାଣାର ପଟୋଦି ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରୁ ନିର୍ବାଚନ ଜିତିଥିବା…

ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନିଆରା ଅନ୍ଦାଜ, ଗାଁ ଲୋକଙ୍କ ସହ ମିଶି ବଜାଇଲେ ମୃଦଙ୍ଗ ଓ ଝାଞ୍ଜ

ଅନୁଗୁଳ(କେନ୍ୟୁଜ୍):  ସଂକୀର୍ତ୍ତନ କଲେ ବିଧାୟକ। ଗାଁ ଲୋକଙ୍କ ସହ ମିଶି ବଜାଇଲେ ମୃଦଙ୍ଗ ଓ ଝାଞ୍ଜ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ସାଏ ଏଭଳି ଅବତାରରେ ନଜର ଆସିଥିଲେ। ହରେ କୃଷ୍ଣ ହରେ ରାମ ନାମ ଜପ କରିବା ସହ ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ ମହିଳାଙ୍କ ସହ ମିଶି ନାମ ସଂକୀର୍ତ୍ତନ…

ହତ୍ୟା ମାମଲାରେ ସାକ୍ଷୀଙ୍କୁ ଧମକ ଘଟଣାରେ ସାନଖେମୁଣ୍ଡି ବିଧାୟକ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର(କେନ୍ୟୁଜ୍): ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଉ ଏକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତହୋଇଛନ୍ତି  । ଜେଲ ଭିତରେ ରମେଶ ଥିବା ବେଳେ ଗୋଷାଣୀ ନୂଆଗାଁ ଶାନ୍ତି ମିଶ୍ର ହତ୍ୟା ମାମଲାର ସାକ୍ଷୀକୁ ଧମକ ଦେବା ମାମଲାରେ ରମେଶଙ୍କ ସମେତ ୫ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି  ।୨୦୧୬ ଜୁଲାଇ…

ଗିରଫ ହେଲେ ବିହାରର ବାହୁବଳି ବିଧାୟକ ଅନନ୍ତ ସିଂ, ଘରୁ ଜବତ ହୋଇଥିଲା ବେଆଇନ ଅସ୍ତ୍ରଶସ୍ତ୍ର

ବିହାରର ବାହୁବଳି ବିଧାୟକ ଅନନ୍ତ ସିଂହ ଓରଫ ଛୋଟୁ ସରକାର ଗିରଫ। ଗତ ଦୁଇ ଦିନ ତଳେ ଅନନ୍ତ ସିଂହ ଦିଲ୍ଲୀର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଦିଲ୍ଲୀ କୋର୍ଟ ତାଙ୍କୁ ବିହାରର କମ୍ପିଟାଣ୍ଟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଅନନ୍ତ ସିଂହ ଆଜି ବିହାରର ବେଢ…

ବିଧାୟକଙ୍କ ଗୁଣ୍ଡାଗିରି ହେଉନି ବନ୍ଦ ! ଏବେ ହାଇେଓ୍ଵ ଇଞ୍ଜିନିୟରଙ୍କୁ ରଶିରେ ବାନ୍ଧି ତାଙ୍କ ଉପରେ ପକାଇଲେ କାଦୁଅ

ଦିନକୁ ଦିନ ବଢ଼ିବାରେ ଲାଗିଛି ବିଧାୟକଙ୍କ ଦାଦାଗିରି। ଜଣେ ବିଧାୟକଙ୍କ ଗୁଣ୍ଡାଗିରି ମନରୁ ଲିଭିନଥିବା ବେଳେ ପୁଣି ଜଣେ ବିଧାୟକଙ୍କ ଗୁଣ୍ଡାଗିରି ସାମ୍ନାକୁ ଆସିଛି । ତାହା ପୁଣି ସରକାରୀ ଅଧିକାରୀଙ୍କ ଉପରେ। ବିଜେପି ବିଧାୟକ ଆକାଶ ବିଜୟବର୍ଗିୟ ମୁନସିପାଲିଟି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା…

ପାଟଣାଗଡ଼ରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ ବସ୍‌ କରିବା ଘଟଣା, ବିଧାୟକ ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ପାଟଣାଗଡ଼ : କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ୍‌ ଘଟଣାରେ ବିଧାୟକଙ୍କ ନାଁରେ ମାମଲା ରୁଜୁ । ଜେଇଙ୍କ ପତ୍ନୀଙ୍କ ଏତଲା ଆଧାରରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦ ଓ SC/ST ଆକ୍ଟରେ ମାମଲା ରୁଜୁ…

କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରିବା ଘଟଣା, ବିଧାୟକଙ୍କ ବିରୋଧରେ ଥାନାରେ ଏତଲା

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାଁରେ ଏତଲା। ବିଧାୟକ ଉଠ୍ ବସ୍ କରାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ବିଧାୟକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ସେ ଏତଲାରେ ଦର୍ଶାଇଛନ୍ତି ଯେ, ବିଧାୟକ ଓ ତାଙ୍କ କର୍ମୀ ତାଙ୍କ ସ୍ୱାମୀଙ୍କୁ ଘରୁ ଡ଼ାକି…

ପାଟଣାଗଡ଼ : ଭିଡିଓ ଭାଇରାଲ ପରେ ଦୁଃଖପ୍ରକାଶ କଲେ ବିଧାୟକ

ପାଟଣାଗଡ଼ରେ ଜଣେ ଯନ୍ତ୍ରୀଙ୍କୁ ବିଧାୟକ ଉଠ ବସ୍ କରାଇବା ଘଟଣାରେ ଦୁଃଖପ୍ରକାଶ କଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପ୍ରତିକ୍ରିୟାରେ କହିଛନ୍ତି ରାସ୍ତା ଖରାପ ଅଭିଯୋଗ ପରେ ସେଠାକୁ ଯାଇଥିଲି । ଲୋକେ JEଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି…