Browsing Tag

MM Naravane

ଚିଫ୍‌ ଅଫ ଷ୍ଟାଫ କମିଟିର ମୁଖ୍ୟ ହଲେ ଜେନେରାଲ ଏମ ଏମ ନରଭାଣେ

ନୂଆଦିଲ୍ଲୀ:ଚିଫ୍‌ ଅଫ ଷ୍ଟାଫ କମିଟିର ମୁଖ୍ୟ ହଲେ ଜେନେରାଲ ଏମ ଏମ ନରଭାଣେ। ଆର୍ମି ମୁଖ୍ୟ ଜେନେରାଲ ଏମ ଏମ ନରଭାଣେ ହେଲେ COSC ମୁଖ୍ୟ। ସିଡ଼ିଏସ ବିପିନ ରାଓ୍ଵତ ପୂର୍ବରୁ ଏହି ପଦରେ ଥିଲେ। ୮ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାଓ୍ଵତଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଏହି ପଦ…