ଯାନ୍ତ୍ରିକ ତ୍ରୁଟି ପାଇଁ ଏବେ ଲାଗୁ ହୋଇପାରିବ ନାହିଁ ମୋବାଇଲ ନମ୍ବର ପୋର୍ଟେବିଲିଟିର ନୂଆ ନିୟମ
ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ଏମଏନପି)ର ସଂଶୋଧିତ ନିୟମ ୧୧ ନଭେମ୍ବରରୁ ଲାଗୁ ହେବନାହିଁ । ଟ୍ରାଇର ଯାନ୍ତ୍ରିକ ତୃଟି ଯୋଗୁ ନୂଆ ବ୍ୟବସ୍ଥାକୁ ବର୍ତ୍ତମାନ ପାଇଁ ଟାଳି ଦିଆଯାଇଛି । ରିପୋର୍ଟ ଅନୁଯାୟୀ ନୂଆ ନିୟମ ୧୧ ନଭେମ୍ବରରୁ ଲାଗୁ…