Browsing Tag

mo bus service in odisha

ଲକ୍‌ଡାଉନ୍‌ ୨.୦ରେ ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର (କେନ୍ୟୁଜ୍‌) : ଲକ୍‌ଡାଉନ୍‌ ୨.୦ରେ ବନ୍ଦ ରହିବ ମୋ ବସ୍‌ ସେବା। ପରବର୍ତ୍ତୀ ନୋଟିସ୍‌ ନ ଆସିବା ପର୍ଯ୍ୟନ୍ତ ବସ୍‌ ସେବା ବନ୍ଦ ରହିବ। କେବଳ ରେଲୱେ ଷ୍ଟେସନ ଓ ଏୟାରପୋର୍ଟରୁ ମୋ ବସ୍‌ ସେବା ଜାରି ରହିବ। ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରୁ କଟକ ଓ ଖୋର୍ଦ୍ଧା ଯାଇପାରିବେ।…

ଆଜିଠାରୁ ଭୁବନେଶ୍ୱର ଓ କଟକରୁ ପୁଣି ଆରମ୍ଭ ହେଲା ‘ମୋ ବସ୍’ ଚଳାଚଳ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରୁ ଆଜିଠାରୁ ‘ମୋ ବସ୍’ ଚଳାଚଳ ପୁଣି ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ‘ମୋ ବସ୍’ ଗଡ଼ିଛି । ଏହି ସବୁ ବସ୍ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ।‌ ଭୁବନେଶ୍ୱର ଓ କଟକରେ ଅତି ଗୁରୁତ୍ୱପୂର୍ଣ୍ଣ ୧୧, ୧୬, ୧୮, ୨୦, ୨୩,…

ଆଜିଠୁ ଭୁବନେଶ୍ୱର ଓ କଟକରେ ପୁଣି ଗଡ଼ିଲା ମୋ ବସ୍, ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ହେବ ଚଳାଚଳ

ଭୁବନେଶ୍ୱର: ପୁଣି ଆଜିଠୁ ଗଡ଼ିଲା ମୋ ବସ୍। ଭୁବନେଶ୍ୱର ଓ କଟକରେ ମୋ ବସ୍ ଆରମ୍ଭ କରିଛି ସେବା‌ । ୭ଟି ରୁଟ୍‌ରେ ନନ୍‌ ଏସି ବସ୍‌ ଚଳାଚଳ କରିବ । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ୍‌ । ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇଟି ସହରରେ ମୋ ବସ୍‌ ଚାଲିବ । ଏନେଇ କ୍ରୁଟ୍‌ ପକ୍ଷରୁ ସୂଚନା…

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି, ଅନୁମତି ଦେଲେ ସରକାର

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ରାଜ୍ୟରେ ଅନ୍ୟ ସବୁଠି ବସ୍, ସିଟି ବସ୍ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି ଅର୍ଥାତ୍ ଅନ୍ତଃଜିଲ୍ଲା ବସ୍‌ ଚଳାଚଳ ଆରମ୍ଭ ହେବ। ଆସନ୍ତାକାଲିଠାରୁ ରାଜ୍ୟରେ ସିଟି ବସ୍ ଚଳାଚଳ ମଧ୍ଯ…