Browsing Tag

mo bus

ନାଳକୁ ଖସିଲା ମୋ ବସ , ୨୦ ଆହତ

ଖୋର୍ଦ୍ଧା (କେନ୍ୟୁଜ): ରାସ୍ତାକଡ଼ ନାଳକୁ ଖସିପଡ଼ିଲା ମୋ ବସ୍‌ । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ‘ମୋ ବସ୍‌’ଟି ନାଳକୁ ଖସି ପଡ଼ିଛି। ଏଥିରେ ୨୦ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା ବେଳେ…

ସମ୍ୱଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ, ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ୱଲପୁର (କେନ୍ୟୁଜ): ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ୍ । ଆଜି ଭିଡିଓ କନଫରେନ୍ସିଂରେ ମୋ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କ୍ରୁଟର ଏମଡି ଅରୁଣ ବୋଥ୍ରା, ସମ୍ବଲପୁର ଜ଼ିଲ୍ଲାପାଳ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମୋ ବସକୁ ପତାକା…

ଘନ କୁହୁଡି ହେଲା କାଳ : ମୋ ବସକୁ ଧକ୍କା ଦେଲା ହାଇୱା, ୫ ଯାତ୍ରୀ ଗୁରୁତର

ଗୋପ (କେନ୍ୟୁଜ): ଘନ କୁହୁଡି ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା । ମୋ ବସକୁ ଧକ୍କା ଦେଲା ହାଇୱା। ଭୁବନେଶ୍ୱର- କୋଣାର୍କ ମୁଖ୍ୟରାସ୍ତାର କାଜିପାଟଣ ଛକରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ମୋ ବସର ୫ ଯାତ୍ରୀ ଗୁରୁତର ହୋଇଛନ୍ତି । ହାଇୱା ଡ୍ରାଇଭର ଗାଡ଼ି ଭିରରେ ଫସି ରହିଥିଲେ । ସ୍ଥାନୀୟ ଲୋକ…

କଟକରୁ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନବନ୍ଦର ଯୋଗେ ଆସୁଥିବା…

ଫାୟାର ଷ୍ଟେସନ ଛକରେ ଦୁର୍ଘଟଣା, ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ବିବେକାନନ୍ଦ ହସ୍ପିଟାଲ ନିକଟରେ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍  ।  ଫଳରେ ସ୍କୁଟି ଚାଳକ ଗୁରୁତର ଭାବରେ  ଆହତ ହୋଇଛନ୍ତି ।  ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ସେପଟେ ଦୁର୍ଘଟଣା…

ମୋ ବସ୍ ଡିପୋରେ ଆନ୍ଦୋଳନ, ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ପାତ୍ରପଡା ବାସିନ୍ଦା

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଆନ୍ଦୋଳନ । ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାତ୍ରପଡା ବାସିନ୍ଦା । ମୋ ବସ୍ ଡିପୋ ଡିପୋ ଆଗରେ ପାତ୍ରପଡା ନୋଡାଲ ହାଇସ୍କୁଲ ରହିଛି । ପ୍ରତିଦିନ ମୋ ବସ ଡ୍ରାଇଭର ମାନେ ମନମାନି କରି ଗାଡି…

ପୁଣି ଜଟଣୀ ରେଲୱେ ଅଣ୍ଡର ପାସରେ ଫସିଲା ମୋ ବସ, ଜେସିବି ସାହାଯ୍ୟରେ କଢାଗଲା

କେନ୍ୟୁଜ୍(ବ୍ୟୁରୋ): ଜଟଣୀ ରେଲୱେ ଅଣ୍ଡର ପାସରେ ପୁଣି ଫସିଲା ମୋ ବସ । ଅଣ୍ଡର ପାସରେ ଦୁଇ ପଟୁ ପାଣି ଜମିଛି । ମୋ ବସ ଯାଉଥିବା ବେଳେ ଇଞ୍ଜିନରେ ପାଣି ପସିଯିବାରୁ ଗାଡି ଆଉ ଷ୍ଟାର୍ଟ ହୋଇନଥିଲା । ଯାହା ଫଳରେ ଜେସିବି ସାହାଯ୍ୟରେ ବସକୁ କଢାଯାଇଛି । ପୁର୍ବରୁ ମଧ୍ୟ ଜଟଣୀ ରେଲୱେ ଅଣ୍ଡର…

ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପ୍ରଦାନ କରାଯିବ ପରିବହନ ସୁବିଧା, ପାଇଲଟ ପ୍ରୋଜେକ୍‌ଟ ଭାବେ ୬ଟି ଜିଲ୍ଲାକୁ ହାତକୁ…

କେନ୍ୟୁଜ୍(ବ୍ୟୁରୋ):ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ।ସହର ପରେ ଏବେ ଗାଁରେ ପହଞ୍ଚିବ ମୋ ବସ୍‌ । ପ୍ରତି ପଞ୍ଚାୟତକୁ ଗଡ଼ିବ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପ୍ରଦାନ କରାଯିବ ପରିବହନ ସୁବିଧା । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ । ଏହି ସୂଚନା ଦେଇଛନ୍ତି ପରିବହନ ସଚିବ…

କଟକର ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଲା ମୋ ବସ, କାହାର କିଛି କ୍ଷତି ହୋଇନଥିବା ସୂଚନା

ଭୁବନେଶ୍ୱର (କେନ୍ୟୁଜ): ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ। ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡିର ପଛ ପଟ ଭାଙ୍ଗି ଯାଇଛି ବୋଲି ଜଣାପଡ଼ିଛି। ଏଥିରେ କାହାର କୌଣସି କ୍ଷତି ଘଟି ନାହିଁ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ…

ଧରା ହେଲେ ୭ଜଣ ମୋ ବସ୍‌ ଲୁଟେରା: ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ

ଭୁବନେଶ୍ୱର(କେନ୍ୟୁଜ୍): ଧରା ହେଲେ ମୋ ବସ୍‌ ଲୁଟେରା । ୭ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍‌ ପୋଲିସ୍‌ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ ହୋଇଛି । ମୋ ବସ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ଯାତ୍ରୀ ଭାବେ ମୋ ବସ୍‌ରେ ଚଢ଼ି ଲୁଟୁଥିଲେ ଲୁଟେରା…

ଆଜି ବାହୁଡ଼ା ଯାତ୍ରା ଅବସରରେ ସ୍ବତନ୍ତ୍ର ‘ମୋ ବସ୍’ ସେବା, ଜାଣନ୍ତୁ ଜଣଙ୍କ ପିଛା କେତେ ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍) : ଆଜି ବାହୁଡ଼ା ଯାତ୍ରା ଅବସରରେ  ସ୍ବତନ୍ତ୍ର ‘ମୋ ବସ୍’ ସେବା। ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ଚାଲିବ ‘ମୋ ବସ୍’। ସେହିଭଳି ପୁରୀର ମାଳତୀପାଟପୁରଠାରୁ ତାଳବଣିଆ ଯାଏଁ ମଧ୍ୟ ‘ମୋ ବସ୍’ ଚାଲିବ। ଭୁବନେଶ୍ବରରୁ ପୁରୀ ତାଳବଣିଆ…

ରାଜଧାନୀରେ ମୋ ବସ କର୍ମଚାରୀଙ୍କ ଆତଙ୍କ: ବସ୍‌ ଷ୍ଟପେଜ ପୂର୍ବରୁ ଗାଡି ଅଟକାଇବାରୁ ଯାତ୍ରୀଙ୍କୁ ପିଟିଲେ ଡ୍ରାଇଭର,…

ଭୁବନେଶ୍ୱର(କେନ୍ୟୁଜ): ରାଜଧାନୀରେ ମୋ ବସ କର୍ମଚାରୀଙ୍କ ଆତଙ୍କ। ବସ୍‌ ଷ୍ଟପେଜ ପୂର୍ବରୁ ଗାଡି ଅଟକାଇବାରୁ ଯାତ୍ରୀଙ୍କୁ ପିଟିଲେ ଡ୍ରାଇଭର, କଣ୍ଡକ୍ଟର । ଏପରିକି ଅନ୍ୟ ଗାଡିର ମୋ ବସ କର୍ମଚାରୀ ବି ମିଶି ରାସ୍ତାରେ ପିଟିଲେ । ମାଷ୍ଟରକ୍ୟାଣ୍ଟିନ ଛକ ବସଷ୍ଟାଣ୍ଡ ପାଖରେ ଯାତ୍ରୀକୁ…