Browsing Tag

mo bus

କର୍ତ୍ତବ୍ୟନିଷ୍ଠାର ଅନନ୍ୟ ଉଦାହରଣ ରାମକୃଷ୍ଣ ଦାସ, ୫୧ ବର୍ଷ ବୟସରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ବସ ଷ୍ଟାଣ୍ଡରେ…

ଭୁବନେଶ୍ୱର(କେନ୍ୟୁଜ୍): ଥକି ପଡିନି ପାଦ । ୫୧ ବର୍ଷ ବୟସରେ ବି ନିଜର କର୍ତବ୍ୟନିଷ୍ଠା ପାଇଁ ସେତିକି ଚଞ୍ଚଳ ଓ ତତ୍ପର । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ରାମକୃଷ୍ଣ ଦାସ । ଦୀର୍ଘ ନଅ ବର୍ଷ ହେବ ସେ ମୋ ବସ୍ କର୍ମଚାରୀ ଭାବରେ କାଯ୍ୟ କରିଆସୁଛନ୍ତି। ମୋ ବସର ସମସ୍ତ ରୋଟେସନ ଯେମିତି…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀ ମ୍ୟାଚ ପାଇଁ  ସ୍ୱତନ୍ତ୍ର ମୋ ବସ, ଭୁବନେଶ୍ବରରୁ ଷ୍ଟାଡିୟମ ଯାଏ…

ଭୁବନେଶ୍ବର (କେନ୍ୟୁଜ୍) : ବାରବାଟୀ ମ୍ୟାଚ ପାଇଁ  ସ୍ୱତନ୍ତ୍ର ମୋ ବସ। କ୍ରିକେଟ ପ୍ରେମୀଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ବସ ସେବା ଯୋଗାଇ ଦିଆଯାଉଛି। ଏହି ସେବା ମାଷ୍ଟର କ୍ୟାଣ୍ଟିନ ଠାରୁ ବାରବାଟୀ ଯାଏ ଓ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଷ୍ଟାଡିୟମ ଯାଏ ଉପଲବ୍‌ଧ ହେବ।…

ଆସନ୍ତାକାଲି ବାରବାଟୀ ମ୍ୟାଚ୍ ପାଇଁ ଚାଲିବ ସ୍ୱତନ୍ତ୍ର ମୋ ବସ୍, ମାଷ୍ଟର କ୍ୟାଣ୍ଟିନ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ…

କଟକ: ଆସନ୍ତାକାଲି ବାରବାଟୀ ମ୍ୟାଚ ପାଇଁ ଚାଲିବ ସ୍ୱତନ୍ତ୍ର ମୋ ବସ। କ୍ରିକେଟ ପ୍ରେମୀଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ବସ ସେବା ଯୋଗାଇ ଦିଆଯିବ। ଏହି ସେବା ମାଷ୍ଟର କ୍ୟାଣ୍ଟିନ ଠାରୁ ବାରବାଟୀ ଯାଏ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଷ୍ଟାଡିୟମ ଯାଏ ଉପଲବ୍ଧ ହେବ। ଉଭୟ…

ଭୁବନେଶ୍ବର: ମୋ ବସ ଟର୍ମିନାଲରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ମୋ ବସ ଟର୍ମିନାଲରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ସଂଧ୍ୟା  ସମୟରେ କିଛି ଲୋକ ବ୍ୟକ୍ତି ଜଣକୁ ତଳେ ପଡିରହଥିବାର ଦେଖି ପ୍ରଥମେ ପୋଲିସକୁ ଫୋନ କରିଥିଲେ। ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା…

ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆସନ୍ତା ୨ ମାସ ପାଇଁ ମୋ ବସର ଏସି ଭଡ଼ାରେ ମିଳିବ ରିହାତି

ଭୁବନେଶ୍ବର(କେନ୍ୟୁଜ୍): ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨ ମାସ ପାଇଁ ମୋ ବସର ଏସି ଭଡ଼ାରେ ରିହାତି । ଶୀତତାପ ନିୟନ୍ତ୍ରିତ ବସ୍‌ ଭଡ଼ାକୁ ୩୮ ପ୍ରତିଶତ କମାଯାଇଛି । ଆସନ୍ତା ଡିସେମ୍ବର ପହିଲାରୁ ଏହା ଲାଗୁ ହେବ । ଏନେଇ ମୋ ବସ ପରିଚାଳନା କରୁଥିବା କ୍ୟାପିଟାଲ ଅର୍ବାନ ରିଜନ…

ମୋ ବସ୍‌କୁ ମିଳିଲା ବେଷ୍ଟ ସିଟି ବସ୍‌ ସର୍ଭିସ ଆଓ୍ଵାର୍ଡ, ଲକ୍ଷ୍ନୌରେ ଆୟୋଜିତ ଅର୍ବାନ ମୋବିଲିଟି କନଫରେନ୍ସରେ ମୋ…

ଭୁବନେଶ୍ବର(କେନ୍ୟୁଜ୍):    ମୋ ବସ୍‌କୁ ମିଳିଲା ବେଷ୍ଟ ସିଟି ବସ୍‌ ସର୍ଭିସ ଆଓ୍ଵାର୍ଡ । ଲକ୍ଷ୍ନୌରେ ଆୟୋଜିତ ଅର୍ବାନ ମୋବିଲିଟି କନଫରେନ୍ସରେ ମୋ ବସ୍‌କୁ ପୁରସ୍କୃତ କରାଯାଇଛି । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମୋ ବସକୁ ଶ୍ରେଷ୍ଠ ସିଟି ବସ ସର୍ଭିସ ପୁରସ୍କାର ପ୍ରଦାନ…

ମୋ ବସର ବର୍ଷେ ପୂରଣରେ ସାଧାରଣ ଲୋକଙ୍କ ସହ ବସ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀ ଉଠାଇଲେ ସେଲଫି

ଭୁବନେଶ୍ବର(କେନ୍ୟୁଜ୍):  ମୋ ବସରେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ମୋ ବସରେ ବସି ଏୟାରପୋର୍ଟ ଛକ ଠାରୁ ଜୟଦେବ ଭବନ ଯାଏଁ ଆସିଥିଲେ । ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଭଳି ଟିକେଟ କାଟିବା ସହ ଜୟଦେବ ଭବନ ଯାଏଁ ଆସିଥିଲେ । ବସରେ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ଯାତ୍ରୀ ସେଲଫି ନେଇଥିଲେ ।…

୧ ବର୍ଷରେ ପାଦ ଥାପିଲା ‘‘ମୋ ବସ୍‌’’, ଅନେକ ସୁବିଧା ଥିବା ସତ୍ତ୍ୱେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି ଏହି…

ଭୁବନେଶ୍ବର(କେନ୍ୟୁଜ୍): ‘‘ମୋ ବସ୍‌’’ ଯୋଜନାକୁ ପୁରିଲା ବର୍ଷେ । ଗତବର୍ଷ ନଭେମ୍ବର ୬ ତାରିଖରେ ସ୍ମାର୍ଟ ସିଟି ରେ ଆରମ୍ଭ ହୋଇଥିଲା ମୋ ବସ ସେବା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । କହିବାକୁ ଗଲେ ୨୦୧୦ ମସିହାରେ ଆରମ୍ଭ ହୋଇଥିବା ସିଟିବସ୍‌ ର ସ୍ଥାନ ନେଇଛି…

ଏଣିକି ‘ମୋ ବସ’ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗ, ଆଜିଠୁ ଆରମ୍ଭ ହେଲା ‘ନ୍ୟୁଜ ପେପର…

ଏଣିକି 'ମୋ ବସ'ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗ। ଆଜିଠୁ ମୋ ବସରେ ଆରମ୍ଭ ହେଲା ନ୍ୟୁଜ ପେପର ଅନ ହ୍ଵିଲସ୍‌। ଏହାର ଶୁଭାରମ୍ଭ କରିଛନ୍ତି କ୍ରୁଟ ଏମଡି ଅରୁଣ ବୋଥ୍ରା। ପ୍ରଥମ ପର୍ଯ୍ୟାୟରେ ମୋ ବସରେ ଏସି ବସ୍‌ରେ ଇଂରାଜୀ ପେପର ପଢ଼ିବାର ସୁଯୋଗ ମିଳୁଛି । ପରେ ସମସ୍ତ ବସ୍‌ରେ…

ଭୁବନେଶ୍ୱର: ଯାତ୍ରୀ ପରିବହନ ସହ ଆଉ ପାଦେ ଆଗେଇଲା ମୋ ବସ୍‌, ମାଗଣାରେ ଛାତ୍ରଛାତ୍ରୀଙ୍କୁ ନେଲା ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର(କେନ୍ୟୁଜ୍):  ଯାତ୍ରୀ ପରିବହନ ସହ ଆଉ ପାଦେ ଆଗେଇଛି ଭୁବନେଶ୍ୱରରେ ଚାଲୁଥିବା ମୋ ବସ୍‌ । ୫୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଥିବା ମେଥ୍‌ ଅଲିମ୍ପିଆଡ୍‌ ପରୀକ୍ଷା କେନ୍ଦ୍ରରେ ଛାଡିଥିଲା ମୋ ବସ୍‌ । ଭିଙ୍ଗାରପୁରରେ ରହିଛି ରିତପାଲି ବିଦ୍ୟାପୀଠ । ଏଠାରେ…