Browsing Tag

mo sarakar

‘ମୋ ସରକାର’ ଅଧିନକୁ ଆସିବ ଜନ ଅଭିଯୋଗ ଶୁଣାଣି, ଲୋକଙ୍କୁ ଫୋନ କରିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ଲୋକଙ୍କୁ ଫୋନ କରିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ମୋ ସରକାର ଅଧିନକୁ ଆସିବ ଜନ ଅଭିଯୋଗ ଶୁଣାଣି । ଆସନ୍ତା ମାସରୁ ଲୋକଙ୍କୁ ଫୋନ କରି ଅଭିଯୋଗର ସମାଧାନ ସମ୍ପର୍କରେ ପଚାରି ବୁଝିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ

ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ । ଆଜି ଯେଉଁ ବିଭାଗ ଗୁଡ଼ିକ ଏଥିରେ ସାମିଲ ହୋଇଛି, ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ ଓ ବୟନ ଶିଳ୍ପ, ମତ୍ସ୍ୟ ଓ ପଶୁ ସଂପଦ ଏବଂ ସମବାୟ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ…

ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ

ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ । କ୍ରୀଡ଼ା ଓ ଯୁବ ବ୍ୟାପାର, ସଂସ୍କୃତି ଓ ପର୍ଯ୍ୟଟନ, ସୂଚନା ଏବଂ ଲୋକସମ୍ପର୍କ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ସାମିଲ ହୋଇଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହୋଇଛି ଏହି ପାଞ୍ଚ…

ମୋ ସରକାରରେ ସାମିଲ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପାଉତି ପାଇବାରେ ଲୋକଙ୍କୁ ମିଳିବ ସୁବିଧା

କେନ୍ୟୁଜ୍(ବ୍ୟୁରୋ): ମୋ ସରକାରରେ ସାମିଲ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୋ ସରକାରରେ ସାମିଲ ହୋଇଛି । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଶାସନ…

ମୋ ସରକାରରେ ସାମିଲ ହେଲା SC ଓ ST ବିଭାଗ, ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ପ୍ରଣାଳୀରେ ହେବ ଉନ୍ନତି

କେନ୍ୟୁଜ୍(ବ୍ୟୁରୋ):   ମୋ ସରକାରରେ ସାମିଲ ହେଲା ଏସସି ଏସଟି ବିଭାଗ । ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବାସହ ସେହି ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ସହାୟକ ହେବ । ତାଛଡା ଲୋକଙ୍କ ସମସ୍ୟା ପ୍ରତି ସରକାୀ କର୍ମଚାରୀଙ୍କ ବୃତିଗତ ଓ ନୈତିକ ଦୃଷ୍ଟିଭଙ୍ଗୀରେ ଉନ୍ନତି ହେବ ।…

ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଜନସାଧାରଣଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଫୋନ ଯୋଗେ ହିତାଧିକାରୀଙ୍କ ଫିଡବ୍ୟାକ ନେବେ । ରାଜ୍ୟର…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗସ୍ତ କରି ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ…

ମୋ ସରକାର ଯୋଜନାର ସମୀକ୍ଷା କଲେ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ୧୦ ଅଭିଯୋଗକାରୀଙ୍କ ସହ ଫୋନ ଯୋଗେ ହେଲେ କଥା

କଟକ(କେନ୍ୟୁଜ୍): ମୋ ସରକାର ଯୋଜନାର ସମୀକ୍ଷା କଲେ ପୋଲିସ ଡିଜି ସତ୍ୟଜିତ ମହାନ୍ତି । ଟେଲିଫୋନରେ ବିଭିନ୍ନ ଜିଲ୍ଲାର ୧୦ ଅଭିଯୋଗକାରୀଙ୍କ ସହ କଥା ହେଲେ । ଥାନାରେ ପୋଲିସ ଆଚରଣ ଓ ଉଚ୍ଚାରଣ ନେଇ ଲୋକଙ୍କୁ ଠାରୁ ପଚାରିବୁଝିଛନ୍ତି । ଭୁବନେଶ୍ୱର ପୋଲିସ ଡିଜି କ୍ୟାମ୍ପ ଅଫିସରେ ଏହି ସମୀକ୍ଷା…

ମୋ ସରକାର ଟିମ୍‌ର ପ୍ରଥମ ଗସ୍ତର ଫିଡ୍‌ ବ୍ୟାକ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ଘୋଷଣା, ଲୋକଙ୍କ ଭାଗିଦାରୀ…

ଭୁବନେଶ୍ବର(କେନ୍ୟୁଜ୍): ମୋ ସରକାର ନେଇ ଲଗାତର ଫିଡ୍‌ ବ୍ୟାକ୍‌ ନେଉଛନ୍ତି ସରକାର। ମୋ ସରକାର ଟିମ୍‌ ବିଭିନ୍ନ ଜିଲ୍ଲାକୁ ଘନଘନ ଗସ୍ତ କରୁଛନ୍ତି। ମୋ ସରକାର ଲାଗୁ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ୧୦ଦିନ ମଧ୍ୟରେ ୧୨୦ ଜଣଙ୍କ ସହ କଥା ହୋଇଛନ୍ତି। ଲୋକଙ୍କ ଠାରୁ ବହୁତ ଭଲ…

କାଲିଠୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ, ସାଧାରଣ ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ

ଥାନାକୁ ଆସିଲେ, ଆଉ ଲୋକଙ୍କୁ ପୋଲିସ ନାଲି ଆଖି ଦେଖାଇପାରିବନି ବରଂ ଭଲ ବ୍ୟବହାର ଦେଖାଇବ। ନଚେତ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ସେହି ସମାନ ନୀତି ସରକାରୀ ହସ୍ପିଟାଲ କ୍ଷେତ୍ରରେ ଆପଣାଇବାକୁ ଯାଉଛନ୍ତି ସରକାର। ଏଥିପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ…