ମୋ ସରକାରରେ ଯୋଡି ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
ମୋ ସରକାରରେ ଆଉ ଏକ ବିଭାଗର ଶୁଭାରମ୍ଭ ହେଉଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଯୋଡି ହେବ। ଏଥିପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ ଓ ଅନ୍ୟ…