ଅଶାନ୍ତ ଶ୍ରୀଲଙ୍କା: ଅନେକ ସାଂସଦଙ୍କ ଗାଡ଼ି ଓ ଘରକୁ ଜାଳି ଦେଲେ ଆନ୍ଦୋଳନକାରୀ, ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା
କେନ୍ୟୁଜ୍(ବ୍ୟୁରୋ): ଅଶାନ୍ତ ଶ୍ରୀଲଙ୍କା। କଲମ୍ବୋରେ ଭୟଙ୍କର ହିଂସାକାଣ୍ଡ। ଆକ୍ରମଣ, ପ୍ରତିଆକ୍ରମଣ, ଜଳାପୋଡ଼ା । ଅନେକ ସାଂସଦଙ୍କ ଗାଡ଼ି ଓ ଘରକୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ। ଶାସକ ଦଳର ଜଣେ ସାଂସଦ ୨ ଜଣଙ୍କୁ ଗୁଳି କରି ଗୁରୁତର କରିଥିଲେ । ସାଂସଦ ଜଣଙ୍କ କାର ନେଇ ଯିବା ବେଳେ ତାଙ୍କୁ…