Browsing Tag

mobile

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ…

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଭିତରେ ମୋବାଇଲ ଭିଡିଓ ଭାଇରାଲ୍ । କଟକଣା ସତ୍ତ୍ୱେ କଡା ସୁରକ୍ଷା ଭିତରେ ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ମୋବାଇଲ ଧରି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପୁ ଥିବାର ଭିଡିଓ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଆନନ୍ଦ…

ଗେମ୍‌ ଖେଳୁ ଖେଳୁ ନାବାଳକ ହାତରେ ମୋବାଇଲ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲା ଜୀବନ

ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଯାଇଛି । ୯ ବର୍ଷର ବାଳକ ହାତରେ ମୋବାଇଲ ବିସ୍ଫୋରଣ । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ବାଳକ । କଲକୋଟି ଦେବାରି ଗ୍ରାମରେ ବସବାସ କରୁଥିବା ବାଳକ ଜଣକଙ୍କ ବାପା ଓ ମା’ କାମରେ ବାହାରକୁ ଚାଲି ଯାଇଥିଲେ ।…

ବିଧାନସଭାରେ ମୋବାଇଲ୍ ଓ ପାଣି ବୋତଲ ନେବା ମନା, ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର : ବିଧାନସଭାରେ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ବାରଣ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏପରି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି…

ମୋବାଇଲ୍‌ ଚଲାଇବାକୁ ବାରଣ କଲା ଭାଇ, ଶୋଇଥିବା ବେଳେ ଭାଇର ଜୀବନ ନେଇଗଲା ଭଉଣୀ

ଛତିଶଗଡର ଖାଇରାଗଡ-ଚୁଇଖାଦାନ-ଗଣ୍ଡାଇ (କେସିଜି) ଜିଲ୍ଲାରେ ମୋବାଇଲ୍ ଫୋନ୍ କୁ ନେଇ ତୁମୁଳକାଣ୍ଡ । ଜଣେ ୧୪ ବର୍ଷର ନାବାଳିକା କୁରାଢ଼ିରେ ରେ ଭାଇକୁ ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପୋଲିସ ଆମ୍ଲିଡିହକାଲା ଗ୍ରାମରେ ଘଟିଥିବା ଘଟଣା ପରେ ଶନିବାର ନାବାଳିକାକୁ ଗିରଫ କରିଥିଲା…

ଗାଡ଼ି ଚାଳକଙ୍କୁ ଚେତାବନୀ, ଏଣିକି ଟ୍ରାଫିକ୍‌ ଛକରେ ମୋବାଇଲ ବ୍ୟବହାର କଲେ ଗଣିବେ ଜରିମାନା

ଭୁବନେଶ୍ୱର (କେନ୍ୟୁଜ): ଟ୍ରାଫିକ୍‌‌ ଛକ ଗୁଡିକରେ ଗାଡି ଅଟକିଥିବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଏଥିପାଇଁ ନୂଆ ନିୟମ ଜାରି କରାଯାଇଛି । ନିୟମ ନ ମାନିଲେ…

ଶାହାରୁଖ ଖାନ୍‌ଙ୍କ ପାଖରେ ରହିଛି ୧୭ଟି ମୋବାଇଲ୍‌

ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ । କିଙ୍ଗ ଖାନ୍‌ ଭାବେ ପରିଚିତ । ଏହି ସୁପର ଷ୍ଟାରଙ୍କର ଏବେ ଭେଳା ଭଲ ଚାଲିଛି । ପଠାନ୍‌, ଯବାନ୍‌ ଆଉ ଡଙ୍କି ଫିଲ୍ମ ହିଟ୍‌ ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ବେଶ୍‌ କିଛି ଫ୍ଲପ୍‌ ହେବା ଯୋଗୁଁ ଶାହାରୁଖଙ୍କ ଫ୍ୟାନ୍‌ ନିରାଶ ଥିଲେ । ଏମିତିକି ନିଜେ…

ମୋବାଇଲ ପାଇଁ ଜୀବନ ହାରିଲେ ଛାତ୍ର, ସ୍କୁଲ ପରିସରରୁ ମିଳିଲା ଝୁଲନ୍ତା ମୃତଦେହ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ପାଇଁ ଚାଲିଗଲା ଛାତ୍ରଙ୍କ ଜୀବନ । ସ୍କୁଲ ପ୍ରିନ୍ସିପାଲ ମୋବାଇଲ ନେଇଯିବାରୁ ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ସ୍କୁଲ ପରିସର ଏକ ଗଛରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ମୋବାଇଲରେ ବାଜୁଛି କି ଆଲାର୍ମ ? ଭୟଭୀତ ହୁଅନ୍ତୁ ନାହିଁ ; ଜାଣନ୍ତୁ କାରଣ

ଭୁବନେଶ୍ୱର (କେନ୍ୟୁଜ): ମୋବାଇଲ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି। ଆଜି ସକାଳୁ ସକାଳୁ ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି । ଯାହାକୁ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। କିନ୍ତୁ…

ଚୋରି ମୋବାଇଲ ପାଇଁ ନାବାଳକକୁ ହତ୍ୟା, ସାଙ୍ଗକୁ ମାରିଦେଲେ ୨ ବନ୍ଧୁ

ସମ୍ବଲପୁର (କେନ୍ୟୁଜ): ମୋବାଇଲ ପାଇଁ ନାବାଳକକୁ ହତ୍ୟା ଅଭିଯୋଗ । ସମ୍ବଲପୁର - ଅଇଁଠାପାଲି ଥାନା ଅନ୍ତର୍ଗତ ପୁରୁଣା ଏସଡିପିଓ କାର୍ଯ୍ୟାଳୟ ପରିସରରେରେ ଏହି ହତ୍ୟାକାଣ୍ଡ ଘଟିଛି । ମୋବାଇଲ ଚୋରିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କରମଟୁଲୀ ଅଞ୍ଚଳର ଦେବା ଜାମଡାଲିଆ…

ମୋବାଇଲ୍ ଦେଖିବାକୁ ବାରଣ କଲେ ମା’, ରାଗି ଯାଇ ବିଷ ପିଇଦେଲା ପୁଅ

କେନ୍ଦୁଝର (କେନ୍ୟୁଜ): ମୋବାଇଲ୍ ଦେଖିବାକୁ ବାରଣ କଲେ ମା’, ରାଗି ଯାଇ ବିଷ ପିଇ ଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ। ନାବାଳକ ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି…

କେଉଁ ଦେଶରେ ରହିଛି ଦ୍ରୁତତମ ମୋବାଇଲ ଇଣ୍ଟରନେଟ ?

(କେନ୍ୟୁଜ ବ୍ୟୁରୋ) : ଇଣ୍ଟରନେଟ ଏବଂ ମୋବାଇଲ ଆମ ଦୈନନ୍ଦିନ ଜୀବନ ସହିତ ଜଡ଼ିତ ହୋଇଯାଇଛି । କିଛି ଦିନ ମଧ୍ୟରେ ହିଁ ଇଣ୍ଟରନେଟ ଆମ ଜୀବନର ଏକ ଅଙ୍ଗ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଇଣ୍ଟରନେଟ ସ୍ପିଡ ମାମଲାରେ ଆମେ ୪ଜି କୁ ବିଦାୟ ଦେଇ ୫ଜି କୁ ସ୍ୱାଗତ କରିଛୁ । ମୋବାଇଲ ନିର୍ମାଣ ଠାରୁ…

IIT ମାଡ୍ରାସ ବାହାର କଲା ପ୍ରଥମ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ”BharOS”, ହାଇଟେକ ସିକ୍ୟୁରିଟି…

ଆଇଆଇଟି ମାଡ୍ରାସର ଇନକ୍ୟୁବଟେଡ ଫର୍ମ Jandk ଅପରେସନ BharOS ନାମକ ମୋବାଇଲ ଫୋନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ ଲଞ୍ଚ କରିଛି। BharOS ଏକ ପ୍ରାଇଭେସି ଫୋକସ୍ଡ ଅପରେଟିଂ ସିଷ୍ଟମ । ଯାହା କମର୍ସିଆଲ ଅଫ୍‌ ଦ ସେଲ୍ଫ ହ୍ୟାଣ୍ଡସେଟ୍ସ ପାଇଁ ଉପଲବ୍ଧ କରାଯାଇଛି। ଏହି ନୂଆ OS ସମ୍ପୂର୍ଣ୍ଣ ରୂପେ…