ମୋବାଇଲ ଡାଟା ଶୀଘ୍ର ଶେଷ ହୋଇଯାଉଛି କି ? ଏହି ୪ ଟ୍ରିକ୍ସକୁ ଆପଣାଇ ବଞ୍ଚାନ୍ତୁ ଡାଟା
ବର୍ତ୍ତମାନ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଜରୁରୀ ଅଂଶ ହୋଇଯାଇଛି । ସେ ବଡ଼ ହେଉ କି ଛୋଟ କାମ ହେଉ ଆମେ ପ୍ରତ୍ୟେକ କାମରେ ଫୋନ ବ୍ୟବହାର କରିଥାଉ । ମହାମାରୀ ପରେ ସ୍ମାର୍ଟଫୋନ୍ ଆମର ଏକମାତ୍ର ସପୋର୍ଟ ହୋଇପାରିଛି । ଆମେ ଅନଲାଇନ୍ ସପିଂ ଠାରୁ ଆରମ୍ଭ କରି ଅନଲାଇନ ପେମେଣ୍ଟ ପର୍ଯ୍ୟନ୍ତ ସବୁ…