ମୋବାଇଲ ମରାମତି ବେଳେ ବମ୍ ଭଳି ଫାଟିଲା ଫୋନ୍! ଅଳ୍ପକେ ବର୍ତ୍ତିଗଲେ ଦୋକାନୀ ଓ ଗ୍ରାହକ…ଦେଖନ୍ତୁ ଭୟଙ୍କର Video
ଉତ୍ତର ପ୍ରଦେଶର ଲଳିତପୁରରେ ଏକ ମୋବାଇଲ ରିପେୟାରିଂ ଦୋକାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ଦୋକାନରେ ହଠାତ୍ ଏକ ମୋବାଇଲ ବ୍ଲାଷ୍ଟ୍ କରୁଛି। ଏହି ଘଟଣାରେ ଜଣେ ଗ୍ରାହକ ଏବଂ ଦୋକାନୀ ଅଳ୍ପକେ ବର୍ତ୍ତି ଯାଉଛନ୍ତି। ମିଳିଥିବା ଖବର ମୁତାବକ, ଗ୍ରାହକ…