କଏଦୀଙ୍କ ପେଟରୁ ଅସ୍ତ୍ରୋପଚାର କରି ଡାକ୍ତରୀ ଦଳ ବାହାର କଲେ ମୋବାଇଲ ଫୋନ୍
ବିହାର : ଏକ ଅଭାବନୀୟ ଘଟଣାକ୍ରମେ, ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଆଇଜିଆଇଏମଏସ) ର ଡାକ୍ତରମାନେ ଜଣେ କଏଦୀଙ୍କ ପେଟରୁ ଏକ ମୋବାଇଲ ଫୋନ୍ କାଢ଼ିଛନ୍ତି । କଏଦୀ ଜଣକ ଏହି ମୋବାଇଲଟିକୁ ଗୋପାଳଗଂଜ ଜେଲରେ ସର୍ଚ୍ଚ ଅପରେସନ ବେଳେ ଜେଲରଙ୍କ ଠାରୁ ବଞ୍ଚିବା ପାଇଁ ଗିଳି…