୬ ଅକ୍ଟୋବର ପର୍ଯ୍ୟନ୍ତ ରହିଛି ଅଫର୍! ମୋବାଇଲ ରିଚାର୍ଜ କରନ୍ତୁ, ଆଉ ପାଆନ୍ତୁ 75 GB ପର୍ଯ୍ୟନ୍ତ ଅତିରିକ୍ତ ଡାଟା ଓ…
ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ (Vi) ୟୁଜରମାନଙ୍କୁ ବଢ଼ିଆ ଫେଷ୍ଟିଭ୍ ଅଫର୍ ପ୍ରଦାନ କରୁଛି। ଏହି ଅଫର ଅନୁସାରେ, ୟୁଜରମାନଙ୍କୁ 75 GB ପର୍ଯ୍ୟନ୍ତ ଅତିରିକ୍ତ ଡାଟା ମିଳିବ। ଏହି ଅଫର୍ ଭୋଡାଫୋନ୍-ଆଇଡିଆର 1449 ଟଙ୍କା ଏବଂ 3099 ଟଙ୍କା ବାଲା ପ୍ଲାନ ସହିତ ଦିଆଯାଉଛି। ଏହି ପ୍ଲାନ ୩୬୫…