ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ ହାତରୁ ମୋବାଇଲ ଝାମ୍ପିନେଲେ ଲୁଟେରା
ଭୁବନେଶ୍ୱର (କେନ୍ୟୁଜ୍) : ବାଇକରେ ଆସିଲେ, ଝାମ୍ପିନେଲେ । ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ ହାତରୁ ମୋବାଇଲ ଝାମ୍ପିନେଲେ ଲୁଟେରା । ଆଜି ସକାଳେ ୨ଜଣ ଯୁବତୀ ଚାଲି ଚାଲି ଯାଉଥିବାବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ଯୁବତୀଙ୍କ ହାତରୁ ମୋବାଇଲ ଛଡ଼ାଇ ଫେରାର ହୋଇଯାଇଥିଲେ ।…