Browsing Tag

model

ଇନଷ୍ଟାଗ୍ରାମର ଏହି AI ମଡେଲ ମାସକୁ ରୋଜଗାର କରେ ପ୍ରାୟ ୩ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

କାର୍ଯ୍ୟକୁ ସହଜ କରିବା ପାଇଁ AI ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହୃତ ହେଉଛି । କ୍ରିଏଟର ଏବଂ ଇନଫ୍ଲୁଏନ୍ସରଙ୍କ ଠାରୁ ହଇରାଣ ହୋଇ ଏକ ମଡେଲିଂ ଏଜେନ୍ସି ନିଜର ଏକ AI ମଡେଲ୍ ସୃଷ୍ଟି କରିଛି । ବାସ୍ତବରେ ଆଜିକାଲି କୌଣସି ବି ବ୍ରାଣ୍ଡ ପ୍ରଡକ୍ଟର ପ୍ରମୋସନ ପାଇଁ କ୍ରିଏଟର୍ସଙ୍କ ପାଖକୁ…

ଫ୍ରିଜରୁ ମିଳିଲା ମଡେଲଙ୍କ ମୃତଦେହ, ମୃତ୍ୟୁ ପୂର୍ବରୁ କରାଯାଇଥିଲା ଶାରିରୀକ ହିଂସା

ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ହୋଇଛି ଆଉ ଏକ ହତ୍ୟାକାଣ୍ଡ । ଫ୍ରିଜରୁ ମିଳିଲା ଜଣେ ମଡେଲଙ୍କ ମୃତଦେହ । କେବଳ ହତ୍ୟା କରାଯାଇଛି ତାହା ନୁହେଁ, ହତ୍ୟା କରିବା ପରେ ମହିଳାଙ୍କ ଶରୀରକୁ ଅତି ନିର୍ମମ ଭାବେ ଫ୍ରିଜରେ ରଖାଯାଇଥିବା ଜଣା ପଡ଼ିଛି । ତେବେ କିଏ ଏହି ମହିଳା । କାହିଁକି ତାଙ୍କ ସହ ଏପରି…

କାମ ମିଳିଲାନି ବୋଲି ଆତ୍ମହତ୍ୟା କଲେ ୩୦ ବର୍ଷୀୟା ମଡେଲ, ହୋଟେଲ ରୁମରୁ ମିଳିଲା ମୃତଦେହ

କାମ ମିଳିଲାନି ବୋଲି ୩୦ ବର୍ଷୀୟା ଯୁବତୀ କଲେ ଆତ୍ମହତ୍ୟା। ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ହୋଟେଲ ରୁମରୁ ଫ୍ୟାନ୍ସ ଝୁଲୁଥିବା ଏକ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ୍‌ ମଧ୍ୟ ଜବତ କରିଛି। ଯେଉଁଥିରେ ମଡେଲ ଜଣକ ଆତ୍ମହତ୍ୟାରେ କେହି ଦାୟୀ ନୁହେଁ ବୋଲି…

ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି ଶୋକର ଛାୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷୀୟା ମଡେଲ ସରସ୍ୱତୀଙ୍କ ମୃତଦେହ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ପୁଣି ଏକ ଦୁଃଖଦ ଖବର। ଏଠାରେ ଗତ ୩ ସପ୍ତାହ ମଧ୍ୟରେ ୩ ମଡେଲଙ୍କ ମୃତ୍ୟୁର ରହସ୍ୟ ଉପରୁ ଇତି ମଧ୍ୟରେ ପରଦା ଉଠି ନଥିବା ବେଳେ ଏବେ କୋଲକାତାରୁ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଷ୍ଟ୍ରଗଲିଂ…

ମଡେଲଙ୍କ ସହ ଇଣ୍ଟିମେଟ୍‌ ଭିଡିଓ ବନାଇବା ପାଇଁ ୬ କୋଟି ଅଫର ଦେଲେ ବିଜ୍‌ନେସ୍‌ମ୍ୟାନ୍‌! କରିବାକୁ କହୁଥିଲେ ଏମିତି କାମ

ମଡେଲଙ୍କ ସହ ଅନ୍ତରଙ୍ଗ ହେବାକୁ କୋଟି କୋଟି ଟଙ୍କା ଅଫର କରିଛନ୍ତି ଜଣେ କୋଟିପତି। ଏ ନେଇ ମଡେଲ ଜଣକ ଅଭିଯୋଗ କରିଛନ୍ତି। ମଡେଲଙ୍କ କହିବାନୁସାରେ, କୋଟିପତି ଜଣକ ତାଙ୍କ ସହ ଇଣ୍ଟିମେଟ୍‌ ଭିଡିଓ ସୁଟିଂ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ୬ କୋଟି ଟଙ୍କା ଅଫର କରିଥିଲେ। କିନ୍ତୁ ତାଙ୍କ ଅଫରକୁ…

ଅନ୍‌ଲାଇନ୍‌ରେ ବୟଫ୍ରେଣ୍ଡ୍‌ ଖୋଜୁଛନ୍ତି ସୁନ୍ଦରୀ ମଡେଲ, ୪୦୦ ପୁରୁଷ ପଠାଇ ସାରିଲେଣି ବାୟୋଡାଟା

ଯୁଗ ସହ ବଦଳିଛି ଭଲ ପାଇବାର ଢଙ୍ଗ ଆଉ ଶୈଳୀ। ଆଗରୁ କେବଳ ଆଖିରେ ଆଖିରେ ପ୍ରେମ ହୋଇଯାଉଥିବା ବେଳେ ଏବେ ମୋବାଇଲରେ ଘଣ୍ଟା ଘଣ୍ଟା ଗପସପ, ଚାଟିଂ, ସୋସିଆଲ ମିଡିଆ, ବୁଲା ବୁଲି, ଫିଲ୍ମ ଦେଖା ଆଦି ପ୍ରେମ ଦର୍ଶାଇବାର ମାଧ୍ୟମ ପାଲଟିଛି। ଆଉ ତଥାପି ବି ଯଦି ମନ ଚାହୁଁଥିବା ଭଳି ପ୍ରେମ ନ ମିଳେ…

ଥରେ ରୋମାନ୍ସ କରିବା ପାଇଁ ପର୍ଣ୍ଣଷ୍ଟାରଙ୍କୁ ୮ କୋଟି ଅଫର କଲେ ବ୍ୟକ୍ତି, ତଥାପି ନା କହିଲେ ମଡେଲ

ସୋସିଆଲ ମିଡିଆ ଷ୍ଟାର ଏବଂ ପର୍ଣ୍ଣ ଷ୍ଟାର ଭାବେ କାମ କରୁଥିବା ଜଣେ ଯବତୀଙ୍କୁ ଏମିତି ଅଜବ ଅଫର ମିଳିଥିଲା, ଯାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଯିବ। ଜଣେ ବ୍ୟକ୍ତି ଏହି ଯୁବତୀଙ୍କ ସହିତ ରୋମାନ୍ସ କରିବା ପାଇଁ ପାଖାପାଖି ୮ କୋଟି ଟଙ୍କା ଅଫର ଦେଇଥିଲେ। କିନ୍ତୁ ଯୁବତୀ ଜଣକ ଏହି…

୬୦ ବର୍ଷ ବୟସରେ ଦିନ ମଜୁରିଆ ସାଜିଲେ ମଡେଲ ; ବଦଳିଗଲା ଭାଗ୍ୟ

ମଣିଷର ଭାଗ୍ୟ କେତେବେଳେ ନିଜର ସାଥ୍‌ ଦେବ ଏହା କାହାକୁ ଜଣାନଥାଏ। ଏହିଭଳି ଏକ ୬୦ ବର୍ଷୀୟ ଦିନ ମଜୁରିଆ ରାତାରାତି ଏକ ମଡେଲ ହୋଇ ଇଣ୍ଟରନେଟରେ ଫେମସ୍‌ ହୋଇଛନ୍ତିିି। ଭାଗ୍ୟ ସାଧାରଣ ଲୋକକୁ ଏକ ଷ୍ଟାର ବନେଇ ପାରିବ ଏଥିରେ କୌଣସି ତ୍ରୁଟି ନାହିଁ। ମଣିଷର ଭାଗ୍ୟ ତା’ନିଜର ପରିଚୟକୁ…

ଦିବ୍ୟାଙ୍ଗ ହେଲେ ବି ଟ୍ୟାଲେଣ୍ଟ କିଛି କମ ନୁହେଁ! ମଡେଲଙ୍କ ଗୋଟିଏ ଗୋଡ଼ର ଓଜନ ୪୫ କିଲୋ, କହିଲେ, ଭଗବାନ ମୋତେ ବହୁତ…

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଦୁର୍ବଳତାକୁ ହିଁ ନିଜର ଶକ୍ତି ବନାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ହିଁ ଜଣେ ହେଉଛନ୍ତି ଆମେରିକାର ମଡେଲ ମହୋଗନୀ ଗେଟର। ମହୋଗନୀ ଶାରୀରିକ ରୂପେ ଦିବ୍ୟାଙ୍ଗ, ହେଲେ ତଥାପି ସବୁ ପ୍ରକାର ଚ୍ୟାଲେଞ୍ଜକୁ ସେ ସାମ୍ନା କରୁଛନ୍ତି।…

ନିଜର ବଡ଼ ଗାଲ ପାଇଁ ଚର୍ଚ୍ଚିତ ୟୁକ୍ରେନ୍‌ର ଏହି ମଡେଲ, କିନ୍ତୁ ପ୍ରି-ସର୍ଜରୀ ଫଟୋ ଦେଖିଲେ କେବେ ବି ଚିହ୍ନି ପାରିବେନି…

ସାରା ବିଶ୍ୱରେ ନିଜର ହିଁ ସବୁଠୁ ବଡ଼ ଗାଲ ଥିବା ନେଇ ୟୁକ୍ରେନ୍‌ର ଜଣେ ମଡେଲ ଦାବି କରନ୍ତି। ସେ ଏକ ଥ୍ରୋବ୍ୟାକ୍‌ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି କି, ମଡେଲ ଜଣକ ଚେହେରାରେ ବିଭିନ୍ନ କସ୍‌ମେଟିକ ସର୍ଜରୀ କରାଇବା ପୂର୍ବରୁ କେମିତି ସୁନ୍ଦର…

ଦୁବାଇର ଏ ହେଉଛନ୍ତି ଧନୀ ମଡେଲ୍‌, ଯେମିତି ରଙ୍ଗର ଡ୍ରେସ୍‌ ପିନ୍ଧନ୍ତି, ସେମିତି ରଙ୍ଗର ଗାଡ଼ି ଚଲାନ୍ତି

ଦୁବାଇର ଜଣାଶୁଣା ମଡେଲ ଲାନା ରୋଜ୍‌ ନିଜର ସୁନ୍ଦରତା ଏବଂ ଷ୍ଟାଇଲ୍‌ ପାଇଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛନ୍ତି। ସେ ଜଣେ ୟୁଟ୍ୟୁବର। ସୋସିଆଲ ମିଡିଆରେ ଲାନା ନିଜ ଲାଇଫ୍‌ଷ୍ଟାଇଲ ଦର୍ଶକଙ୍କ ସହ ଶେୟାର କରିଥାଆନ୍ତି। ତାଙ୍କୁ ରାଜା ଭଳି ଜୀବନ ଜିଇଁବା ପସନ୍ଦ ଆସିଥାଏ। ଏହାସହ…

ପୂର୍ବରୁ କୌଣସି ଲକ୍ଷଣ ନ ଥାଇ ସନ୍ତାନ ପ୍ରସବ କଲେ ଅଷ୍ଟ୍ରେଲିଆର ଏହି ମଡେଲ, ଜାଣନ୍ତୁ ପୁରା କାହାଣୀ

ପୂର୍ବରୁ କୌଣସି ଲକ୍ଷଣ ନଥାଇ ହଟାତ ଏକ ଶିଶୁ ଜନ୍ମ ହେବା ନିହାତି ଭାବେ ଏକ ଅସାଧାରଣ ଘଟଣା । ଏମିତି ଘଟଣା ହୁଏତ କେବେ ଘଟିନଥିବ ବା ଯଦିବା ଘଟିଥିବ କେବେ ବି ସାମ୍ନାକୁ ଆସିନଥିବ । ଏମିତି ହିଁ ଏକ ଅସାଧରଣ ଘଟଣା ଘଟିଛି ଅଷ୍ଟ୍ରେଲିଆର ଏକ ମହିଳାଙ୍କ ସହ । ଅଷ୍ଟ୍ରେଲିଆର ୨୩ ବର୍ଷୀୟା ମଡେଲ…