ଓଡିଶାର ମଡର୍ଣ୍ଣ ଚାଟଶାଳୀ, ସିଲଟ ନୁହଁ ଟାବଲେଟ୍ ଧରି ହେଉଛି ପାଠପଢ଼ା
ସମୟ ଥିଲା ଯେବେ ପିଲା ଚାଟଶାଳୀରେ ପାଠ ପଢୁଥିଲେ । ଏବେ ଭଳି ସେତେବେଳେ ବଡ଼ ବଡ଼ କୋଠା ନଥିଲା । କେଉଁଠି ଗଛ ମୂଳେ ତ ଆଉ କେଉଁଠି ଚାଳିଆ ତଳେ ପିଲା ପାଠ ପଢୁଥିଲେ । ଓଡିଶାର ଗାଁ ଗହଳିରେ ଏବେ ବି ଅନେକ ଜାଗା ଅଛି, ଯେଉଁଠି ପୁରୁଣା ଚାଟଶାଳୀ ଭଳି ପାଠ ପଢା ହେଉଛି । କିନ୍ତୁ ଅଲଗା ଅନ୍ଦାଜରେ ।…