ଜୁନ୍ ୨୫ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କଲେ କେନ୍ଦ୍ର ସରକାର, ଏହି ଦିନ ଦେଶରେ ଲାଗୁ ହୋଇଥିଲା ଏମରଜେନ୍ସି
କେନ୍ଦ୍ର ସରକାର ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ବିଜ୍ଞପ୍ତି ଜାରି କରିଛି । ୧୯୭୫ ଜୁନ୍ ୨୫ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏବେ ଏହି ଦିନକୁ ମନେ ରଖିବା ପାଇଁ କେନ୍ଦ୍ର ସରକାର…