ଇନକମ ଟାକ୍ସ ସ୍ଲାବରେ ସରକାର କରିବେ ବଡ଼ ପରିବର୍ତ୍ତନ, ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ହେବ ଟାକ୍ସ ଫ୍ରି
ଟାକ୍ସ ଦାତାଙ୍କ ପାଇଁ ଆସିଲା ବଡ଼ ଖବର। ଯଦି ଆପଣ ବି ଟାକ୍ସ ଭରୁଛନ୍ତି ତେବେ ହୋଇଯାନ୍ତୁ ଖୁସି। ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ଆଉ ଦେବେନାହିଁ ଟାକ୍ସ। ସରକାର ଏହାକୁ ନେଇ ଏକ ବଡ଼ ପ୍ଳାନ କରୁଛନ୍ତି। ୫ଲକ୍ଷ ପର୍ଯ୍ୟନ୍ତ ଇନକମ ଉପରେ ଛାଡ଼ ହେବ ଟାକ୍ସ। ଏଥର ବଜେଟରେ ବିତ୍ତମନ୍ତ୍ରୀ…