Browsing Tag

MODI GOVERNMENT

ଗରିବଙ୍କୁ ମୋଦି ସରକାରଙ୍କ ଆଶ୍ୱସ୍ତୀ! ମାଗଣାରେ ବନାନ୍ତୁ ‘ଆୟୁଷ୍ମାନ କାର୍ଡ’, ଚିକିତ୍ସା ପାଇଁ ମିଳିବ ୫ ଲକ୍ଷ

ନିଜ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଗରିବ ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ, ଯାହା ଅଧୀନରେ ପଞ୍ଜୀକୃତ ଲାଭାର୍ଥୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ। ଏଥିପାଇଁ ସେମାନଙ୍କୁ ଆୟୁଷ୍ମାନ କାର୍ଡ ବନାଇବାକୁ…

ସପ୍ତାହରେ ଏଣିକି ୪ ଦିନ କାମ, ୩ ଦିନ ଛୁଟି ! ଜାଣନ୍ତୁ ମୋଦି ସରକାର କେଉଁ ସର୍ତ୍ତ ସହିତ ଜାରି କରିପାରନ୍ତି ଅଧିସୂଚନା

କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ସପ୍ତାହରେ ୩ ଦିନ ଛୁଟି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରୁଛନ୍ତି। ଏ ନେଇ ସରକାରଙ୍କ ତରଫରୁ ଖୁବ୍‌ଶୀଘ୍ର ଅଧିସୂଚନା ଜାରି ହୋଇପାରେ। କହି ରଖୁଛୁ, ଗତବର୍ଷ ସଂସଦରେ କର୍ମଚାରୀଙ୍କ ସହ ଜଡ଼ିତ ୪ଟି ବିଲ୍‌ ପାରିତ ହୋଇଥିଲା। ପାରିତ ବିଲ୍‌ରେ ବେତନ…

ମୋଦି ସରକାରଙ୍କ ବଡ ଘୋଷଣା, ଆସନ୍ତା ମାର୍ଚ୍ଚ ମାସ ଯାଏଁ ଲଞ୍ଚ ହେବନି କୌଣସି ନୂଆ ସ୍କିମ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଓ ଏହାର ସଂକ୍ରମଣ ରୋକିବା ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୌଣସି ନୂଆ ଯୋଜନା ଘୋଷଣା ନନେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ନୂଆ…

LIC ପୁଣିଥରେ ଲଞ୍ଚ କଲା ମୋଦି ସରକାରଙ୍କ ଏହି ସ୍କିମ୍, ମିଳିବ ୧୨ହଜାର ପର୍ଯ୍ଯନ୍ତ ପେନସନ୍

ମୋଦି ସରକାର ପ୍ରଥମ କାର୍ଯ୍ଯକାଳ ସମୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍କିମ୍ ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା(ପିଏମଭିଭିୱାଇ) ଲଞ୍ଜ କରିଥିଲେ, ଯାହାର ସମୟସୀମା ଗତ ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଯାଇଥିଲା। କିନ୍ତୁ ଏହି ସ୍କିମ୍ କୁ ପୁଣିଥିରେ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)…

ମୋଦି ସରକାରଙ୍କ ବଡ ପଦକ୍ଷେପ, ଲକଡାଉନରେ ଫସି ରହିଥିବା ଲୋକଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ

ଦେଶରେ ପୂର୍ବ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସର ୧,୯୯୩ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୬୪ଜଣ ଠିକ ହୋଇଛନ୍ତି। ଗତ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ଏହିସବୁ ମଧ୍ୟରେ ଲକଡାଉନ ଜାରି ରହିଥିବାରୁ ଅନେକ ଲୋକମାନେ ଭିନ୍ନ ଭିନ୍ନ ସ୍ଥାନରେ ଫସି ରହିଥିବା…

GST ପରେ ମୋଦି ସରକାରଙ୍କର ନୂଆ ଯୋଜନା: ଲାଗୁ ହେବ ‘ଓ୍ଵାନ୍‌ ନେଶନ, ଓ୍ଵାନ୍‌ ରୋଡ୍‌ ଟ୍ୟାକ୍ସ’!

୨୦୧୭ରେ ସାରା ଦେଶରେ ଗୋଟିଏ କର ବ୍ୟବସ୍ଥା ଗୁଡ୍‌ସ ଆଣ୍ଡ ସର୍ଭିସେସ୍‌ ଟ୍ୟାକ୍ସ(GST) ଲାଗୁ ହୋଇଥିଲା। ଏହା ଅଧୀନରେ ସମସ୍ତ ବସ୍ତୁ ଏବଂ ସେବାକୁ ୪ ଟ୍ୟାକ୍ସ ସ୍ଲାବ୍‌ସ( ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ)ରେ ବିଭାଜିତ କରାଯାଇଥିଲା। ଏହାପରେ ଏବେ ମୋଦି ସରକାର…

ବିଦେଶରୁ କଳାଧନ ଫେରାଇ ଆଣିବାକୁ ମୋଦି ସରକାରଙ୍କର ଆଉ ଏକ ପ୍ରୟାସ, ଆସିପାରେ ଏଲିଫ୍ୟାଣ୍ଟ ବଣ୍ଡ୍‌

ମୋଦି ସରକାର ବିଦେଶରେ ଜମା କରାଯାଇଥିବା କଳାଧନ ଫେରାଇ ଆଣିବା ପାଇଁ ଏଲିଫ୍ୟାଣ୍ଟ ବଣ୍ଡ ଉପରେ ବିଚାର କରୁଛନ୍ତି। ଏଲିଫ୍ୟାଣ୍ଟ ବଣ୍ଡ ଯୋଜନାରେ ବିଦେଶରେ ଜମା ହୋଇଥିବା ୫୦୦ ଅରବ ଡଲାର କଳାଧନ ଫେରିଆସିପାରିବ। ଏହାସହ ପଢ଼ନ୍ତୁ: ପିଲାମାନେ ଉଠାଉଥିଲେ ଫଟୋ, ଅଚାନକ ସିଂହ କଲା ଗର୍ଜନ ଆଉ…

ମୋଦି ସରକାର ବଦଳାଇ ପାରନ୍ତି ନିୟମ, ବର୍ଷେ ଚାକିରୀ କରିଥିବା ଲୋକ ହୋଇପାରିବେ ଗ୍ରାଚ୍ୟୁଟିର ହକଦାର୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗ୍ରାଚ୍ୟୁଟି ନିୟମରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ ମୋଦି ସରକାର ଗ୍ରାଚ୍ୟୁଟି ପାଇଁ ୫ବର୍ଷ ସମୟ ସୀମା ପରିବେର୍ତ୍ତ ୧ବର୍ଷ ଘୋଷଣା କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ସଂସଦର ଶୀତକାଳିନ ଅଧିବେଶନରେ ଏକ ସଂଶୋଧିତ ବିଲ୍‌…

ସମ୍ପତ୍ତି କିଣାବିକାରେ ଠକେଇ ରୋକିବାକୁ ଆସୁଛି ନୂଆ ଆଇନ୍‌, ଜାଣନ୍ତୁ କ’ଣ ତାହା

ସମ୍ପତ୍ତି କିଣାବିକାରେ ଠକେଇ ରୋକିବା ପାଇଁ ମୋଦି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାର ପ୍ରପର୍ଟି ଓନରସିପ୍‌ ପାଇଁ ଏକ ଆଇନ୍‌ ଆଣିବାକୁ ଯାଉଛନ୍ତି। ଏହି ଆଇନ୍‌ ଅନୁସାରେ ଲୋକମାନେ ନିଜ ଫିକ୍ସଡ ଆସେଟ୍‌ ବା ନିଜ ଅଧୀନରେ ଥିବା ସମ୍ପତ୍ତିକୁ ମାଲିକାନାରେ ଆଣିବା…

କଶ୍ମୀର ସ୍ଥିତିକୁ ନେଇ ବୟାନବାଜି ଜାରି, ଶ୍ରୀନଗର ବିମାନବନ୍ଦରରୁ ରାହୁଲ ଫେରିବା ପରେ ମୋଦି ସରକାରଙ୍କୁ…

ଜାମ୍ମୁ-କାଶ୍ମୀରର ସ୍ଥିତିକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୦ଟି ଦଳର ନେତା କାଶ୍ମୀର ଗସ୍ତରେ ଯାଇ ବିମାନବନ୍ଦରରୁ ଫେରିବା ପରେ ପ୍ରିୟଙ୍କା ଗାନ୍ଧୀ ଟ୍ଵିଟ୍‌ କରି କେନ୍ଦ୍ର…

କଶ୍ମୀରକୁ ନେଇ ମୋଦି ସରକାରଙ୍କର ‘ପ୍ଲାନ୍-ବି’ ପ୍ରସ୍ତୁତ, କ’ଣ ରହିଛି ଏଥିରେ ଜାଣନ୍ତୁ

ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ କ’ଣ କ’ଣ ହେବ, ଏହିଭଳି ଅନେକ ପ୍ରଶ୍ନ ସଭିଁଙ୍କ ମନରେ ରହିଥିବ। କିନ୍ତୁ ଅନୁଭବ ହେଉଛି କି ମୋଦି ସରକାର ବହୁତ ପୂର୍ବରୁ ହିଁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ପ୍ଲାନ୍ ପ୍ରସ୍ତୁତ କରିନେଇଥିଲେ। ଏବେ ଯେତେବେଳେ କଡ଼ା ସୁରକ୍ଷା ମଧ୍ୟରେ ଧାରା…

କୁଆ ଉଡ଼ିବାକୁ ତାଳ ପଡ଼ିବାକୁ : ଶ୍ରାବଣ ମାସରେ ମୋଦି ସରକାରଙ୍କ ବଡ଼ ବଡ଼ ନିଷ୍ପତ୍ତି

ଦେଶରେ ସାଧାରଣ ନିର୍ବାଚନ ପରେ ଗତ ମେ ମାସ ୩୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ତାଙ୍କ ସରକାର । ତେବେ ତା ଭିତରେ ଗୋଟିଏ ଚର୍ଚ୍ଚା ଉଠିଛି ଯେ ଶ୍ରାବଣ ମାସରେ ବୋଧହୁଏ ସବୁଠାରୁ ବଡ଼…