Browsing Tag

modi govt

୨୦ ଟଙ୍କା ରଖି ପାଆନ୍ତୁ ୨ ଲକ୍ଷ ଟଙ୍କା

ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା ଯୋଜନା । ଏହି ଯୋଜନାରେ ମାତ୍ର ୨୦ ଟଙ୍କା ରଖିଲେ ୨ ଲକ୍ଷ ଟଙ୍କା ଯାଏ ଲାଭ ପାଇପାରିବେ । ମୋଦୀ ସରକାରଙ୍କ କାର୍ଯ୍ୟକାଳ ଆରମ୍ଭର ପ୍ରଥମ ବର୍ଷରେ ଏହି ଯୋଜନା ବାହାର କରିଥିଲେ । ଏହା ହେଉଛି ଏକ ବର୍ଷର ଦୁର୍ଘଟଣା ବୀମା ଯୋଜନା । ଏଥିରେ ଦୁର୍ଘଟଣା ଜନିତ ମୃତ୍ୟୁ…

ଚାଷୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା, ଏହି ନମ୍ବରରେ ମିସ୍‌ କଲ୍‌ କରି ଆକାଉଣ୍ଟରେ ପାଆନ୍ତୁ ଟଙ୍କା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ ଖୁସି ଖବର । ଯଦି ଆପଣ ମଧ୍ୟ ଜଣେ ଚାଷୀ, ତେବେ ଦେଶର ସରକାରୀ ବ୍ୟାଙ୍କ ପିଏନବି ଆପଣଙ୍କ ପାଇଁ ଏକ ବଡ ଉପହାର ନେଇ ଆସିଛି। ଯଦି ଆପଣଙ୍କୁ ଟଙ୍କା ଦରକାର, ତେବେ ଆପଣଙ୍କୁ କେବଳ ଏକ ମିସ୍ କଲ୍ କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣଙ୍କ ଆକାଉଣ୍ଟକୁ ସିଧାସଳଖ…

କେନ୍ଦ୍ର ସରକାରଙ୍କ One Nation One Charger ପଲିସି, ଗୋଟିଏ Chargerରେ ଚାର୍ଜ ହେବ ସବୁ ଇଲେକଟ୍ରୋନିକ ଡିଭାଇସ୍‌

ଏବେ ଡିଜିଟାଲ ଦୁନିଆରେ ସବୁ କାମ ଫୋନରେ । ଫୋନରେ ଅଫିସ କାମ ମଧ୍ୟ ବାଦ ପଡୁନି। କିଛି ଜରୁରୀ ସୂଚନା ଜାଣିବା ପାଇଁ ହେଲେ ଆମେ ଫୋନକୁ ପ୍ରଥମେ ବାହାର କରିଥାଉ। ଏମିତିରେ ଏହି ଡିଭାଇସ୍‌ ଠିକ ରହିବା ନିହାତି ଜରୁରୀ। ସେଥିପାଇଁ ଫୋନର ଚାର୍ଜର ଏସବୁ ପାଇଁ ଏକ ବଡ଼ ଭୂମିକା ସାଜିଥାଏ। ଏବେ…

କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍‌ତାର ଅବ୍ଦାସ ନକବୀ, ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଥିବା ନେଇ ଜୋର୍‌ ଧରିଛି…

ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ମୁଖ୍‌ତାର ଅବ୍ଦାସ ନକବୀ। ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଂଖ୍ୟାଲଘୁ ବିଭାଗ ଦାୟିତ୍ୱରେ ଥିଲେ। ମୁଖ୍‌ତାର ରାଜ୍ୟସଭା ସଦସ୍ୟ ଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ନକବୀଙ୍କୁ ଏଥରକ ବିଜେପି ପକ୍ଷରୁ ରାଜ୍ୟ ସଭାର ସଦସ୍ୟ କରାଯାଇନଥିଲା। କୁହାଯାଉଛି…

ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ପୂରିଲା ବର୍ଷେ, ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ପୂରିଲା ବର୍ଷେ । ୨୦୧୯ ମେ ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି । ଚିଠିରେ ପ୍ରଧାନମନ୍ତ୍ରୀ…

ଖୁସି ଖବର : ଖେଳାଳିଙ୍କୁ ଷ୍ଟାଡିୟମରେ ପ୍ରାକ୍ଟିସ ପାଇଁ ଅନୁମତି ଦେଲେ ପିଏମ ମୋଦି

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ଭାରତରେ ଜାରି ରହିଥିବା ଲକଡାଉନକୁ ମେ ୩୧ ତାରିଖକୁ ବୃଦ୍ଧି କରିଦିଆଯାଇଛି। କିନ୍ତୁ ଏହି ସବୁ ମଧ୍ୟରେ ମୋଦି ସରକାର ଖେଳାଳୀଙ୍କ ପାଇଁ ଏକ ଆସ୍ୱସ୍ତିକର ଖବର ଶୁଣାଇଛନ୍ତି। ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଘୋଷଣା ସହିତ ଖେଳାଳିଙ୍କୁ ପ୍ରାକ୍ଟିସ ପାଇଁ ଅନୁମତି…

ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟକଙ୍କୁ ପେନ୍‌ସନ୍‌ ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର, ମିଳିପାରେ ଏସବୁ…

ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟକଙ୍କୁ ପେନ୍‌ସନ୍‌ ଯୋଜନାରେ ସାମିଲ କରିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ସରକାର। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସଂସଦର ଏକ ସମିତିକୁ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ଏହି ପେନ୍‌ସନ୍‌ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ପେନ୍‌ସନ୍‌ ଦେବା…

ନୂଆ ଯୋଜନା! ବାତ୍ୟା ଏବଂ ବନ୍ୟାରେ ହେଉଥିବା କ୍ଷତିକୁ ଭରଣା କରିବେ କେନ୍ଦ୍ର ସରକାର

ବିଗତ କିଛିବର୍ଷ ହେବ ପ୍ରାକୃତିକ ବିପଯ୍ୟର୍ୟ ଥମିବାର ନାଁ ଧରୁନି, ଯଦ୍ଦ୍ଵାରା ସବୁଠାରୁ ଅଧିକ କ୍ଷତି ଦେଶର ଗରିବଙ୍କୁ ହିଁ ସହିବାକୁ ପଡ଼ୁଛି। ଏଭଳି ସ୍ଥିତିରେ Insurance Regulatory and Development Authority of India (IRDA) ଗରିବ ଲୋକଙ୍କ ପାଇଁ government funded insurance…

ବୃଦ୍ଧାବସ୍ଥାରେ ସାହାରା ହେବ କେନ୍ଦ୍ର ସରକାରଙ୍କର ଏହି ଯୋଜନା, ୬ ଡିସେମ୍ବର ଯାଏ ରହିଛି ଖାସ୍‌ ମଉକା

ଚଳିତବର୍ଷ ଫେବୃୟାରୀରେ ଶେଷ ବଜେଟ୍‌ ଉପସ୍ଥାପନା କରିବା ସମୟରେ ଅର୍ଥ ମନ୍ତ୍ରୀ ପୀୟୂଷ ଗୋଏଲ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ପେନ୍‌ସନ ସ୍କିମ୍‌ର ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଲୋକଙ୍କୁ ବୃଦ୍ଧାବସ୍ଥାରେ ପେନ୍‌ସନ ସୁବିଧା ଦିଆଯାଇଥାଏ। ଏହାସହ ପଢ଼ନ୍ତୁ:…

ନୋଟ୍‌ ପରେ ଏବେ ସୁନା ଉପରେ ମୋଦି ସରକାରଙ୍କ ନଜର, ଆସୁଛି ଏହି ନୂଆ ସ୍କିମ୍‌

କଳାଧନ ରୋକିବା ପାଇଁ ମୋଦି ସରକାର ଏବେ ବିଭିନ୍ନ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ୫୦୦ ଓ ୨୦୦୦ ଟଙ୍କା ନୋଟ୍‌ ପ୍ରଚଳନ ଭଳି ବଡ଼ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ସରକାର ଏବେ ପୁଣି ଥରେ ଆଉ ଏକ ବୃହତ୍‌ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ରିପୋର୍ଟ…

ଏବେ ଆଉ କେବେବି ଦେଖିବାକୁ ମିଳିବନି ୧୦୦୦ ଟଙ୍କିଆ ନୋଟ୍‌, ମୋଦି ସରକାରଙ୍କ ବଡ ନିଷ୍ପତ୍ତି

ଏବେ ହଜାର ଟଙ୍କିଆ ନୋଟକୁ ଦେଖିବା ସ୍ୱପ୍ନ ହୋଇଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏକ ହଜାର ଟଙ୍କିଆ ନୋଟ ଜାରୀ କରିବାର ଅନୁମତି ଦେବାକୁ ଥିବା ୧୯୯୯ ଆଇନକୁ ସଂସଦରେ ନାକଚ କରିଦିଅଯାଇଛି। ଅର୍ଥବ୍ୟବସ୍ଥାରେ କରେନ୍ସୀ ନୋଟକୁ ଦୂର କରିବା ପାଇଁ ସେହି ସମୟରେ ଏହି ଆଇନ ଲାଗୁ କରାଯାଇଥିଲା। ସଂସଦ…