ବାତ୍ୟା ନେଇ ନବୀନଙ୍କ ସହ କଥା ହେଲେ ମୋଦି
ଭୁବନେଶ୍ବର(କେନ୍ଯୁଜ୍) : ବତ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ପ୍ରକାର ସହାୟତା ପ୍ରଦାନ ନେଇ ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ବାତ୍ୟା ପୀଡିତଙ୍କ କୁଶଳ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆନ୍ଧ୍ର ପ୍ରଦେଶ…