ବାହାରିନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ରାଜାଙ୍କ ସହ କରିବେ ସାକ୍ଷାତ
ନୂଆଦିଲ୍ଲୀ : ବାହାରିନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାହାରିନ ରାଜାଙ୍କ ସହ ସାକ୍ଷାତ କରିବେ । ତାସହ ସେଠାରେ ଥିବା ଦୁଇ ଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ । ଗତକାଲି ସେ ପ୍ରତିପକ୍ଷ ପ୍ରିନ୍ସ ଖଲିଫାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…