Browsing Tag

modi visit baripada

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ , ମୟୂରଭଞ୍ଜରେ ସରକାରୀ କାର‌୍ୟ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ

ବାରିପଦା(କେନ୍ୟୁଜ୍) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେପିର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଦିଙ୍କ ପୋଷ୍ଟର ବ୍ୟାନରରେ ବାରିପଦା ସହର ଛାଇ ଯାଇଛି । ବାରିପଦା ଷ୍ଟାଡିୟମରେ ସରକାରୀ କାର‌୍ୟ୍ୟକ୍ରମରେ ଯୋଗ ଦେବେ…

ଆସନ୍ତାକାଲି ବାରିପଦା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗସ୍ତ ପୂର୍ବରୁ ହରିପୁରଗଡ଼କୁ ନେଇ ଜୋର ଧରିଛି…

ବାରିପଦା(କେନ୍ୟୁଜ୍) : ଆସନ୍ତାକାଲି ବାରିପଦା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ପୂର୍ବରୁ ହରିପୁରଗଡ଼କୁ ନେଇ ରାଜନୀତି ଜୋର ଧରିଛି । ଯେଉଁ କାର‌୍ୟ୍ୟ ପୂର୍ବରୁ ଆରମ୍ଭ ହୋଇଯାଇଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ, ସେ କାର‌୍ୟ୍ୟର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ କିଭଳି କରିବେ…