Browsing Tag

Mofiya Parveen Dilshad

ବିବାହର ୭ ମାସରେ ଜୀବନ ହାରିଲେ ୨୧ ବର୍ଷୀୟା ଆଇନ ଛାତ୍ରୀ, ସୁଇସାଇଡ୍‌ ନୋଟରେ ଲେଖିଲେ ‘ବାପା ତୁମେ ଠିକ୍‌ ଥିଲ’

କେରଳର ଇଦାପୁରମରେ ଜଣେ ୨୧ ବର୍ଷ ବର୍ଷୀୟା ଆଇନ ଛାତ୍ରୀ ମୋଫିଆ ପରୱିନ ଦିଲଶାଦ ଆତ୍ମହତ୍ୟା କରିଛନ୍ତି। ମୋଫିଆ ସୁଇସାଇଡ୍ ନୋଟରେ ଲେଖିଛନ୍ତି, ‘ବାପା, ତୁମେ ଠିକ୍ ଥିଲେ। ସେ ଜଣେ ଭଲ ମଣିଷ ନଥିଲା।’ ସୁଇସାଇଡ୍ ନୋଟରେ ମୋଫିଆ ତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ମହମ୍ମଦ ସୁହେଲ, ଶ୍ୱଶୁର ୟୁସୁଫ ଏବଂ…