Browsing Tag

Mogadishu

ସୋମାଲିଆ ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣ: ୭ ମୃତ, ଅନେକ ଗୁରୁତର

ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ଆଇସକ୍ରିମ ଦୋକାନରେ ଆତ୍ମଘାତୀ ବିସ୍ଫୋରଣରେ ଶନିବାର ଦିନ ୭ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ଆକ୍ରମଣ ଅଲ୍‌କାଏଦାର ଇସ୍‌ଲାମିକ ଆତଙ୍କବାଦୀ ସଂଗଠନ ଅଲ ଶବାବ କରିଛି ବୋଲି ସୂଚନା ମିଳିଛି। ଏହି ଆକ୍ରମଣ ଆମେରିକାର କାର୍ଯ୍ଯବାହକ ରକ୍ଷା ସଚିବ…