ସାର୍ଟଲେସ୍ ଫଟୋ ସେୟାର କରି ଟ୍ରୋଲ୍ ହେଲେ ପାକିସ୍ତାନୀ କ୍ରିକେଟର, ୟୁଜର କହିଲେ…
ପାକିସ୍ତାନୀ କ୍ରିକେଟର ମହମ୍ମଦ ହଫିଜଙ୍କ ପାଇଁ ଚଳିତବର୍ଷ ଆଦୌ ଶୁଭଙ୍କର ନୁହେଁ। ଆଇସିସି ଓ୍ଵାର୍ଲ୍ଡ କପ୍ ୨୦୧୯ରେ ଖରାପ ପ୍ରଦର୍ଶନ ପରେ ହଫିଜଙ୍କୁ ପାକିସ୍ତାନ୍ କ୍ରିକେଟ୍ ବୋର୍ଡ ତାଙ୍କୁ ଦଳରୁ ବିଦା କରିଥିଲା। ଫଳରେ ହାଫିଜ୍ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାରୁ ବଞ୍ଚିତ…