ଟି-୨୦ ବିଶ୍ବକପ ପାଇଁ ଆଫଗାନସ୍ତାନ ଟିମ୍ ଘୋଷଣା ପରେ ଅଧିନାୟକ ପଦ ଛାଡିଲେ ରାସିଦ ଖାନ୍, ଜାଣନ୍ତୁ କାହାକୁ ମିଳିଲା…
ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ଟି-୨୦ ବିଶ୍ବକପ୍ ପାଇଁ ଗୁରୁବାର ଆଫ୍ଗାନିସ୍ତାନ ଦଳ ଘୋଷଣା ହେବା ପରେ ପରେ ଅଲ୍ରାଉଣ୍ଡର ରସିଦ୍ ଖାନ୍ ଅଧିନାୟକ ପଦରୁ ଓହରିଯାଇଛନ୍ତି। ତେଣୁ ଅଲରାଉଣ୍ଡର ମହମ୍ମଦ ନବୀକୁ ଆଗାମୀ ଟି-୨୦ ବିଶ୍ବକପ ପାଇଁ ଆଫଗାନିସ୍ତାନ…