ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଭାରତ ପାଇଁ ଖୁସି ଖବର, ଶାମି ଆରମ୍ଭ କଲେ ଅଭ୍ୟାସ
ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ମଇଦାନକୁ ଫେରିବେ ଦ୍ରୁତ ବୋଲର ମହମ୍ମଦ ଶାମି । ରବିବାର ଦିନ ଶାମି ବିନା କୌଣସି ସମସ୍ୟାରେ ପଡିଆରେ ୧ ଘଣ୍ଟା ଯାଏଁ ଅଭ୍ୟାସ କରିଥିଲେ । ବର୍ଷେ ହେଲାଣି ହୋଇଥିବା ସର୍ଜରୀରୁ ବାହାରିବା ପାଇଁ ଶାମି ଚେଷ୍ଟା କରୁଛନ୍ତି । ଶାମି ଶେଷ ମ୍ୟାଚ ୨୦୨୩…