Browsing Tag

Mohammed siraj

ପୁଣି ବିଶ୍ୱର ଏକ ନମ୍ବର ବୋଲର ହେଲେ ମହମ୍ମଦ ସିରାଜ: ୮ମ ସ୍ଥାନରୁ ପହଞ୍ଚିଲେ ପ୍ରଥମ ସ୍ଥାନରେ

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟରେ ବିଶ୍ବର ଏକ ନମ୍ବର ବୋଲର ମହମ୍ମଦ ସିରାଜ । ଆଇସିସି ଦିନିଆ ବୋଲିଂ ମାନ୍ୟତାର ଶୀର୍ଷକୁ ଫେରିଛନ୍ତି ସିରାଜ । ନିକଟରେ ଶେଷ ହୋଇଥିବା ଏସିଆ କପରେ ଉଲ୍ଲେଖନୀୟ ସଫଳତା ପରେ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଷ୍ଟ୍ରେଲିଆ ବୋଲର ଜୋସ୍ ହାଜଲଉଡଙ୍କୁ ପଛରେ…

ଏସିଆ କପ୍‌ ଫାଇନାଲରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚର ପୁରସ୍କାର ରାଶିକୁ ଗ୍ରାଉଣ୍ଡଷ୍ଟାଫଙ୍କୁ ପ୍ରଦାନ କଲେ ମହମ୍ମଦ ସିରାଜ

ଶ୍ରୀଲଙ୍କାକୁ ହରାଇ ଅଷ୍ଟମ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି ଟିମ ଇଣ୍ଡିଆ । ଭାରତର ଦମଦାର ବୋଲିଂ ଆଗରେ ଫିକା ପଡିଥିଲା ଶ୍ରୀଲଙ୍କାର ବ୍ୟାଟିଂ । ମାତ୍ର ୫୦ ରନ୍‌ କରି ଶ୍ରୀଲଙ୍କା ଟିମ୍‌ ଅଲଆଉଟ ହୋଇଯାଇଥିଲା । ଆଉ ଏହି ବିଜୟର ପ୍ରମୁଖ ହିରୋ ଥିଲେ ମହମ୍ମଦ ସିରାଜ । ସିରାଜ ୬ଟି ଓ୍ଵିକେଟ…

ଏୟାରପୋର୍ଟରେ ହଜିଗଲା ମହମ୍ମଦ ସିରାଜଙ୍କ ବ୍ୟାଗ୍‌, ଏୟାର ଭିସ୍ତାରାକୁ ଟ୍ଵିଟ୍‌ କରି ନିବେଦନ କଲେ ସିରାଜ

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବ୍ୟାଗ୍‌ ଏୟାରପୋର୍ଟରେ ହଜିଗଲା । ସିରାଜ ବାଂଲାଦେଶ ବିପକ୍ଷ ସିରିଜ ଖେଳିବା ପରେ ଭାରତ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ବ୍ୟାଗ୍‌ ହଜିଯିବା ପରେ ଗୋଟେ ଦିନ ଅପେକ୍ଷା କରି ନ ମିଳିବା ପରେ ଟ୍ଵିଟରରେ ଅପିଲ କରିଥିଲେ ସିରାଜ। ଆଉ ସିରାଜଙ୍କ…

ମିଲରଙ୍କୁ ରନଆଉଟ୍‌ କରିବା ପାଇଁ ଚାଲାକି କରି ସଫଳତା ପାଇନଥିଲେ ସିରାଜ, ଏହାକୁ ନେଇ ଫିଲ୍ଡରେ ଅମ୍ପାୟାରଙ୍କ ସହିତ କଲେ…

ରାଞ୍ଚିରେ ରବିବାର ହୋଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚକୁ ଭାରତ ସହଜରେ ଜିତିନେଇଥିଲା। ମାତ୍ର ୩ ଓ୍ଵିକେଟ ହରାଇ ଟିମ୍‌ ୪୫.୫ ଓଭରରେ ୨୮୧ ରନ୍‌ କରିଥିଲା ଭାରତ। ତେବେ ଏହି ମ୍ୟାଚରେ କିଛି ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଫିଲ୍ଡରେ ଥିବା ଅମ୍ପାୟାରଙ୍କ…

ଟି-୨୦ ବିଶ୍ୱକପରେ ବୁମରାଙ୍କ ସ୍ଥାନରେ ଖେଳିବେ ମହମ୍ମଦ ସିରାଜ, ବିସିସିଆଇ ନେଲା ନିଷ୍ପତ୍ତି

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ଆହତ କାରଣରୁ ଟି-୨୦ ବିଶ୍ୱକପ ୨୦୨୨ରୁ ବାଦ୍‌ ପଡିଛନ୍ତି। ଫଳରେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି। ଟି-୨୦ ବିଶ୍ୱକପ ସହିତ ସାଉଥ ଆଫ୍ରିକା ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ତେବେ ବୁମରାଙ୍କ ସ୍ଥାନରେ ବିସିସିଆଇ ମହମ୍ମଦ ସିରାଜଙ୍କୁ ଟିମରେ…

ଅଟୋ ଚଲାଉଥିଲେ ସିରାଜଙ୍କ ବାପା, ଏବେ ଘର ସାମ୍ନାରେ ପୁଅ ଛିଡାକଲା BMW କାର୍

ଆଜିଙ୍କ୍ୟ ରହାଣେଙ୍କ ନେତୃତ୍ବରେ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଐତିହାସିକ ଟେଷ୍ଟ ସିରିଜ୍ ଜିତିପାରିଛି। ଟିମରେ ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତର ଯୁବ ଟିମ୍ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲେ। ଓ୍ବାଶିଂଟନ୍ ସୁନ୍ଦର, ଟି ନଟରାଜନ, ମହମ୍ମଦ ସିରାଜ ଅଷ୍ଟ୍ରେଲିଆରେ ଭାରତକୁ ବିଜୟୀ…

ପୁଣି ଥରେ ବ୍ରିସବେନରେ ସିରାଜଙ୍କୁ ଦୁର୍ବ୍ଯବହାର, ୱାସିଂଟନ ସୁନ୍ଦରଙ୍କୁ ମଧ୍ୟ ଟାର୍ଗେଟ କଲେ ଦର୍ଶକ, ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ବ୍ରିସବେନରେ ଖେଳାଯାଉଛି। ବ୍ରିସବେନରେ ମଧ୍ୟ ସିଡ୍ନୀର ପୁନରାବୃତ୍ତି ହୋଇଛି। ପୁଣି ଭାରତୀୟ କ୍ରିକେଟରଙ୍କ ପ୍ରତି ଅଷ୍ଟ୍ରେଲିଆ କ୍ରିକେଟ୍ ଫ୍ୟାନଙ୍କ ଅପଶଦ୍ଦ ବ୍ୟବହାର । ଗାବା ଟେଷ୍ଟର ପ୍ରଥମ ଦିନରେ…

ବୁମରା ଓ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ କଡ଼ା ନିନ୍ଦା କଲା କ୍ରିକେଟ ଜଗତ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା…

ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ୍ ସମୟରେ ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ଦୁଇ ଖେଳାଳି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ ଦେଇଥିଲେ। ଏହାସହିତ ମ୍ୟାଚ୍…

ଜାତୀୟ ସଙ୍ଗୀତ ଗାନ ବେଳେ ଭାବୁକ ହୋଇପଡ଼ିଲେ ଭାରତୀୟ କ୍ରିକେଟର, ଆଖିରୁ ଝରିଗଲା ଧାର ଧାର ଲୁହ; ଦେଖନ୍ତୁ ଭିଡିଓ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ସିରିଜ୍‌ର ତୃତୀୟ ମୁକାବିଲା ଖେଳାଯାଉଛି। ଗୁରୁବାର ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ଯୁବା କ୍ରିକେଟର ମହମ୍ମଦ ସିରାଜ ବହୁତ ଭାବୁକ ହୋଇପଡ଼ିଥିଲେ। ସିଡ୍‌ନୀ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଯେତେବେଳେ…