ଜୁଲାଇ ୨୮ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଜଣଙ୍କ ଅନଲାଇନ୍ ପଞ୍ଜୀକରଣ ଶେଷ
ଭୁବନେଶ୍ୱର : ଆସନ୍ତା ସୋମବାର ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏହି ଦିନ ପାଇଁ ୧୦୦୦ ଜଣ ଆବେଦନକାରୀ ସେମାନଙ୍କର ନାମ ଅନ୍ ଲାଇନ୍ ଯୋଗେ ପଞ୍ଜୀକରଣ କରି ସାରିଛନ୍ତି । ପଞ୍ଜୀକରଣ ଜୁଲାଇ ୨୫ ତାରିଖ ସକାଳ ୧୦ଟାରୁ ଆରମ୍ଭ ହୋଇ ସର୍ବାଧିକ ହଜାରେ…