Browsing Tag

mohana

ଏକାଥରରେ ୩ଟି ସନ୍ତାନ ଜନ୍ମ ଦେଲେ ମହିଳା

ମୋହନା: ଗଜପତି ଜ଼ିଲ୍ଲା ମୋହନା ବ୍ଲକର ଖାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିଗାଁ ର ଜଣେ ମହିଳା ଏକାଥରରେ ୩ଟି ସନ୍ତାନ ପ୍ରସବ କରିଛନ୍ତି । ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ମାଝୀଙ୍କ ରବିବାର ପ୍ରସବ ଯନ୍ତ୍ରଣା ହୋଇଥିଲା ପରିବାର ଲୋକେ ଏକ ଅଟୋ ସାହାଯ୍ୟ ରେ ଗର୍ଭବତୀ…

ଲଗାଣ ବର୍ଷା ଯୋଗୁ ଦୁର୍ଗମା ପାହାଡ଼ରେ ଭୁସ୍ଖଳନ, ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ

ମୋହନା: ଲଗାଣ ବର୍ଷା ଯୋଗୁ ଧସିଲା ପାହାଡ଼ । ଗଜପତି ଜିଲ୍ଲା ମୋହନାରେ ଧସିଲା ପାହାଡ଼ । କଟାମା ପଞ୍ଚାୟତ ଅନ୍ତର୍ଗତ ପାପାଇଜୁ ନିକଟରେ ଦୁର୍ଗମା ପାହାଡ଼ରେ ଭୁସ୍ଖଳନ ହୋଇ ମାଟି ଅତଡ଼ା ଖସିଛି । ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଗତକାଲି ଠାରୁ ଏହି ଅଞ୍ଚଳରେ…

ମୋହନା ଅଞ୍ଚଳରେ ତୁହାକୁ ତୁହା ବର୍ଷା, ମାଟି ଅତଡା ଧସି ରାସ୍ତା ଅବରୋଧ

ମୋହନା:  ମୋହନା ଅଞ୍ଚଳରେ ତୁହାକୁ ତୁହା ବର୍ଷା । ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । କିଛି ସ୍ଥାନରେ ଧସୁଛି ପାହାଡ଼ । ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲା ଆର.ଉଦୟଗିରି ଓ ମୋହନା ଅଞ୍ଚଳରେ ଦୁଇ ଦିନ ହେଲା ବର୍ଷା ଲାଗିରହିଛି । ଆଜି ସକାଳରୁ ବର୍ଷା ପରିମାଣ ବୃଦ୍ଧି ପାଇଥିବା ବେଳେ…

ଗୁଣି ସନ୍ଦେହରେ ଯୁବକକୁ ହତ୍ୟା, ତଦନ୍ତ ଚଳାଇଛି ମୋହନା ପୋଲିସ

ମୋହନା : ଗୁଣି ସନ୍ଦେହରେ ଯୁବକକୁ ହତ୍ୟା ।  ହତ୍ୟାକରି ହରଭଙ୍ଗୀ ଡ୍ୟାମରେ ଗ୍ରାମବାସୀ ଫିଙ୍ଗି ଦେଇଥିବା ଅଭିଯୋଗ ।  ମୃତକ ଗଜପତି ଜିଲ୍ଲା ମୋହନା ଥାନା ରା଼ଚାଗୁଡା ଗାଁର ଗୋପାଳ ମଳିକ।  ହତ୍ୟା ନେଇ ଅଭିଯୋଗ ପରେ ମୋହନା, ଅଡବା ଥାନା ପୋଲିସ ରା଼ଚାଗୁଡା ଓ ଗୁଞ୍ଜିମା ଗାଁର ୧୪ଜଣକୁ ଅଟକ ରଖି…

ରାସ୍ତାକଡକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୨ ଯବାନ

ମୋହନା : ରାସ୍ତାକଡକୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୨୨ ଯବାନ । ଗଜପତି ଜିଲ୍ଲା ଅଡ଼ବା ଥାନା ଝାଗୁଡ଼ି ବୁଲାଣି ଠାରେ ଦୁର୍ଘଟଣା ଘଟିଛି । ପୁରୀ ରଥଯାତ୍ରା ଡ୍ୟୁଟି ସାରି କୋରାପୁଟ ଯାଉଥିଲେ ଯବାନ । ଝାଗୁଡିଠାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡିଟି ଖସିପଡିଥିଲା । ସମସ୍ତ ଯବାନ…

ବ୍ରେକ ଫେଲ୍ ହୋଇ ରାସ୍ତା କଡକୁ ଓଲାଟିଲା ଗାଡ଼ି , ୧୨ରୁ ଉର୍ଦ୍ଧ୍ବ ଆହତ

ମୋହନା : ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦାନ ଦେଇ ଫେରୁଥିବା ବେଳେ ଗାଡ଼ିର ବ୍ରେକ ଫେଲ ହୋଇ ରାସ୍ତା କଡ଼କୁ ଓଲଟିଲା ପିକ୍ ଅପ୍ ଭ୍ୟାନ୍ । ଯାହା ଫଳରେ ୧୨ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି ।  ସମସ୍ତ ଯାତ୍ରୀଙ୍କୁ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା…

ମୋହନା : ଗାଧୋଇବା ବେଳେ ପୋଖରୀରେ ବୁଡି ନାବାଳିକା ମୃତ

ମୋହନା : ସାଙ୍ଗମେଳରେ ଗାଧୋଇବା ବେଳେ ପୋଖରୀରେ ବୁଡି ନାବାଳିକା ମୃତ । ଏହିଭଳି ଅଭନୀୟ ଘଟଣା ଗଜପତି ଜିଲ୍ଲା ଆର. ଉଦୟ ଗିରି ବ୍ଲକ ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗାଁରେ ଘଟିଛି । ସୂଚନା ଅନୁସାରେ ସେହି ଗାଁରେ ଈଶ୍ବର ବଡରଇତଙ୍କ ଝୀଅ ଆରତି ବଡରଇତ(୧୦) । ନିଜଗାଁର ସାଙ୍ଗ ସାଥିଙ୍କ ସହ…

ପୃଥକ ପୃଥକ ଦୁର୍ଘଟଣାରେ ୩ ମୃତ , ୨୪ ଆହତ

ମୋହନା : ଗଜପତି ଜ଼ିଲ୍ଲା ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି  । ଅଡବା ଥାନା ଡେଙ୍ଗିଲି ଗାଁରେ ଆୟୋଜିତ ବିବାହ ଭୋଜି ଖାଇ ୩୦ ରୁ ଉର୍ଦ୍ଧ ଲୋକ ଏକ ପିକ ଅପ ଭ୍ୟାନରେ ଫେରୁଥିବା ବେଳେ ଲେଖାରିଗାଁ ଘାଟିରେ…

ରୋଗ ଭଲ ନହେବାରୁ ଜୀବନ ହାରିଲେ ଯୁବକ

ମୋହନା: ଭୋ ଭୋ ହୋଇ କାନ୍ଦୁଛି ସ୍ତ୍ରୀ । ପୁଅ କୁ ହରାଇ ମା’ ବି ବାହୁନି ବାହୁନି କାନ୍ଦୁଛି । ଶରୀର ଅସୁସ୍ଥ ଥିଲା । ରୋଗ ଯନ୍ତ୍ରଣାରେ ପଡ଼ି ଛଟପଟ ହେଉଥିଲେ। ରୋଗ ଭଲ ନହେବାରୁ ଶେଷରେ ଜୀବନ ହାରିଲେ ଯୁବକ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ଥାନା…

ମୋହନାରେ ମୃଦୁ ଭୂକମ୍ପ, ଭୟରେ ଘରୁ ବାହାରି ଆସିଲେ ଲୋକ

ଗଜପତି : ମୋହନାରେ ମୃଦୁ ଭୂକମ୍ପ । ସକାଳ ପ୍ରାୟ ୯ଟା ୫ ମିନିଟ ସମୟରେ ଅନୁଭୂତ ହେଲା ଭୂକମ୍ପ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି l ସକାଳ ପ୍ରାୟ ୯ଟା୫ ମିନିଟ ସମୟରେ ଅଚାନକ ଏକ ଶବ୍ଦ ହୋଇଥିଲା ।  ଭୂମିକମ୍ପ ହେଉଥିବା ନେଇ ଲୋକେ ଜାଣିବା ପରେ ଭୟରେ ଘରୁ…

ମୋହନାରେ ମୃଦୁ ଭୂକମ୍ପ, ଘରୁ ବାହାରି ଆସିଲେ ଲୋକ

ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଆସିଛି ଏକ ବଡ ଖବର ।  ଏଠାରେ ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି ।  ପ୍ରାୟ ୨ ସେକେଣ୍ଡ ପାଖାପାଖି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ରହିଛି ।  ଅପରାହ୍ନ ୧ ଟା ୧…

ପିକନିକ ହେଲା କାଳ : ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ଜଣେ ମୃତ; ୧୧ ଆହତ

ମୋହନା: ପିକନିକ ହେଲା କାଳ । ଓଲଟିଲା ଭ୍ୟାନ୍, ଜଣେ ମୃତ, ୧୧ ଆହତ। ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ନୟାଗଡ଼ ଚାହାଳିର ସରୋଜିନୀ ବେହେରା ।  ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି ।  ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ…