ମୋହନାରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ସ୍ଥିତ ବ୍ଲକ୍ ରାସ୍ତାରେ ବୁଧୁବାର ବିଳମ୍ବିତ ରାତିରେ ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଏକ ମାକ୍ସ ପିକ୍ ଅପ୍ ଗାଡ଼ି ନଂ OD-04 1538 କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଗାଡ଼ିଟି ପୋଲିସ୍ ଉପରକୁ ମାଡ଼ି ଆସିଥିଲା ଓ ଫେରାର ହେବା…